"ଗାମୁଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର
ଆଧାରର ବ୍ୟବହାର
୧ କ ଧାଡ଼ି:
ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର | <ref>http://www.orissa.gov.in/people/dress.htm</ref>ଏହା ର ଲମ୍ବ ସାଧାରଣତଃ ୧.୫ମି ରୁ ୨.୫ମି ଭିତରେ ହୋଇଥାଏ | ଏହା ସାଧାରଣତଃ ଗେରୁଆ ରଂଗ ର ହୋଇଥାଏ | ଏହା କୁ ଓଡ଼ିଶା, ଆସାମ, ପଶ୍ଚିମବଂଗ ଏବଂ ବିହାର ରେ ବହୁଳ ଭାବ ରେ ବ୍ୟବହାର କରାଯାଏ | ଆସାମ ରେ ଏହା ଗାମୋସା ବା ଗାମୋଛା ନାମ ରେ ପରିଚିତ | <ref>http://assamgovt.nic.in/culture.asp</ref>ସସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ୍ ଲୋକପ୍ରିୟ | ହିନ୍ଦୁ ପୁଜା ପଦ୍ଧତି ରେ ଗାମୁଛା ର ପ୍ରମୁଖ ଭୁମିକା ରହିଛି | ପୁଜା କରିବା ସମୟ ରେ ମଧ୍ୟ ଏହା କୁ ପରିଧାନ କରାଯାଏ | ଗାମୁଛା ତିଆରି ପାଇଁ ଓଡ଼ିଶା ର ଖୋର୍ଦ୍ଧା ଜିଲା ପୃଥିବୀ ପ୍ରସିଦ୍ଧ | <ref>http://www.ordistricts.nic.in/district_profile/history.php</ref> ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହା କୁ ଏକ ଫେଶନ ସାମଗ୍ରୀ ରୁପ ରେ ମଧ୍ୟ ବ୍ୟବହାର କରାଗଲାଣି । ଅଧୁନା ହାତବୁଣା ଗାମୁଛାର ଉତ୍ପାଦନ କମିଯାଇଛି ।<ref name="Dash1995">{{cite book|author=Satya Narayan Dash|title=Handloom Industry in India|url=http://books.google.com/books?id=a5xjc73xzqAC&pg=PA195|accessdate=5 June 2012|year=1995|publisher=Mittal Publications|isbn=978-81-7099-599-9|pages=195–}}</ref>
 
==ଆଧାର==
୫ କ ଧାଡ଼ି:
 
==ବାହାର ଆଧାର==
* [http://dailypioneer.com/state-editions/bhubaneswar/2515-mlas-gifted-cms-favourite-khurda-lungi.html ଏମଏଲ୍ଏ ଦେଲେ ଗାମୁଛା ଉପହାର ]
*[http://books.google.co.in/books?id=a5xjc73xzqAC&pg=PA195&lpg=PA195&dq=gamuchha&source=bl&ots=Q-SolrClZX&sig=w0AEK6Y7ZnVZLFPEwc6e1MLyxw4&hl=or&sa=X&ei=p9bNT7eqBInorQfJoqCnDA&redir_esc=y#v=onepage&q=gamuchha&f=false ହାଣ୍ଡଲୂମ ଗାମୁଛା]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
"https://or.wikipedia.org/wiki/ଗାମୁଛା"ରୁ ଅଣାଯାଇଅଛି