"ଭଦ୍ରକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ →ଆଧାର |
ଟିକେNo edit summary |
||
୧୯ କ ଧାଡ଼ି:
|footnotes =
}}
'''ଭଦ୍ରକ''' [[ଭାରତ]]ର [[ଓଡ଼ିଶା]]ରେ ଥିବା [[ଭଦ୍ରକ ଜିଲ୍ଲା]]ର
ଭଦ୍ରକ [[ଭଦ୍ରକାଳୀ|ଭଦ୍ରକାଳୀ ମନ୍ଦିର]] ପାଇଁ ଜଣାଶୁଣା, ଭଦ୍ରକାଳୀ ମନ୍ଦିରରେ ସବୁବର୍ଷ [[କାଳୀ]]ପୂଜା ଧୁମଧାମରେ ପାଳନ କରାଯାଏ ଯାହା ଦେଖିବାକୁ [[ଓଡ଼ିଶା]] ଓ ବାହାର ଅନେକ ରାଜ୍ୟରୁ ବହୁ ଲୋକ ଆସିଥାନ୍ତି । ଏଠାକାର ବସନ୍ତିଆ ପୋଖରୀଠାରେ ସବୁବର୍ଷ ଓଡ଼ିଆ ସାଧବ ମାନଙ୍କ ସ୍ମୃତିରେ [[କାର୍ତ୍ତିକ]] [[ପୁର୍ଣ୍ଣିମା]]ଦିନ ବୋଇତ ବନ୍ଦାଣ କରାଯାଏ ଯାହା ଦେଖିବାକୁ ଅନେକ ଜନସମାଗମ ଗହୋଇଥାଏ । <ref>[http://orissadiary.com/orissa_profile/district/Bhadrak.asp ଭଦ୍ରକ ଜିଲ୍ଲା], Orissa Diary</ref><ref>[http://www.123orissa.com/exploreorissa/distinfo/bhadrak.asp ଭଦ୍ରକ ଜିଲ୍ଲା] ବିଷୟରେ ସୂଚନା</ref>
|