"ଚିତାଗଛ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ |
|||
୧୭ କ ଧାଡ଼ି:
ଚିତାଗଛ ଏକ ଗୁଳ୍ମ ଜାଦୀୟ ଉଦ୍ଭିଦ। ଫୁଲର ରଙ୍ଗ ଓ ପତ୍ରରେ ପଡ଼ିଥିବା ଶିରାର ରଙ୍ଗକୁ ଆଧାର କରି ଧଳା ଓ ଲାଲ୍ ଭେଦରେ ଏହା ଦୁଇପ୍ରକାରର। ଏହା ଏକ ବିଷାକ୍ତ ଗଛ। ଏହାର ଚେରଗୁଡ଼ିକ ମାଂସଳ ଏବଂ ମୋଟା ହୋଇଥାଏ। ଏହି ଚେରକୁ ଚିତାମୂଳ କୁହାଯାଏ। ଏହାକୁ ଆଣି ଏଥିରୁ ଶିରା ବାହାର କରିଦେଲେ ବାକି ରହୁଥିବା ରସକୁ ଔଷଧରୂପେ ବ୍ୟବହାର କରାଯାଏ। ଧଳା ଚିତାମୂଳଠାରୁ ଲାଲ୍ ଚିତାମୂଳ ଅଧିକ ବିଷାକ୍ତ, ଯାହା ଦୁଷ୍ପ୍ରାପ୍ୟ ଓ ଔଷଧାଦିରେ ବ୍ୟବହାର କରିବାପାଇଁ ଅନୁପଯୁକ୍ତ। କେବଳ ଧଳା ଚିତାମୂଳକୁ ଔଷଧରୂପେ ବ୍ୟବହାର କରାଯାଏ।
===ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ===
{| class="wikitable"
|-
! ପ୍ରାଦେଶିକ [[ଭାଷା]] !! ନାମ
|-
| [[ଓଡ଼ିଆ ଭାଷା|ଓଡ଼ିଆ]]|| ଚିତା, ଚିତାପାରୁ
ସଂସ୍କୃତରେ ଚିତ୍ର ଚିତ୍ରକ, ଚିତ୍ରାଙ୍ଗା, ଶାର୍ଦୂଳ ଓ ଶମ୍ବର ଆଦି କୁହାଯାଏ।<br />▼
|-
▲
|-
| [[ହିନ୍ଦୀ ଭାଷା|ହିନ୍ଦୀ]]|| ଚିତା
|-
| [[ବଙ୍ଗଳା ଭାଷା|ବଙ୍ଗଳା]]|| ଚିତା
|-
| [[ତେଲୁଗୁ ଭାଷା|ତେଲୁଗୁ]]|| ଚିତ୍ରା
|-
|}
== ଶାସ୍ତ୍ରୋକ୍ତ ଗୁଣ ==
ଶ୍ବେତ ଚିତାମୂଳ ଉଷ୍ଣବୀର୍ଯ୍ୟ, କଟୁପାଚକ, ଅଗ୍ନିବର୍ଧକ, ଅଳ୍ପବିଷାକ୍ତ, ଅଜୀର୍ଣ, ଗୁଳ୍ମ, ପ୍ଳୀହା, ଯକୃତ, ଉଦରୀ, ଶୂଳ, କୃମି, ଶୋଥ, ଅର୍ଶ, ବାତଶ୍ଳେଷ୍ମ, କାସ, ତୃଷ୍ଣା, ଶ୍ଳେଷ୍ମପିତ୍ତ, ଗ୍ରହଣୀ, କୁଷ୍ଠ, ବ୍ରଣ ଆଦିର ନିବାରକ କ୍ଷତ, ଅସ୍ତ୍ରାଘାତ ଆଦିର ଚକିତ୍ସାରେ ଉପଯୋଗୀ।
|