"ବରଗଛ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{taxobox
|name == ବରଗଛ==
|image = Banyan botanical c1800-1830.jpg
|image_caption = Illustration of ''[[Ficus benghalensis]]''
|regnum = [[Plant]]ae
|unranked_divisio = [[Angiosperms]]
|unranked_classis = [[Eudicots]]
|unranked_ordo = [[Rosids]]
|ordo = [[Rosales]]
|familia = [[Moraceae]]
|genus = ''[[Ficus]]''
|subgenus = '''''Urostigma'''''
|subdivision_ranks = [[Species]]
|subdivision = Many species, including:
*''[[Ficus aurea|F. aurea]]''
*''[[Ficus benghalensis|F. benghalensis]]''
*''[[Strangler Fig|F. citrifolia]]''
*''[[Ficus elastica|F. elastica]]''
*'' [[Moreton Bay Fig|F. macrophylla]]''
*''[[Ficus microcarpa|F. microcarpa]]''
*''[[Ficus pertusa|F. pertusa]]''
*''[[Port Jackson Fig|F. rubiginosa]]''
{{Verify source|date=November 2007}}
|}}
 
ବରଗଛ ହେଉଛି ଭାରତର ଜାତୀୟ ଗଛ।<ref name="National Symbols of India">{{cite web | url=http://india.gov.in/knowindia/national_symbols.php/national_symbols.php?id=5 | title=National Tree| publisher= [[Government of India]] Official website| accessdate=2012-01-16}}</ref> ଏହାକୁ ବଟବୃକ୍ଷ ବୋଲି କୁହାଯାଏ। ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କ ଦ୍ଵାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲା ପରେ ଏହାର ଡ଼ାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । [[ରଜ ପର୍ବ]]ରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ ଓସ୍ତଗଛର ବାହାଘର କରିଥାନ୍ତି ।
== ଅନ୍ୟାନ୍ୟ ଭାଷାରେ ନାମ ==
"https://or.wikipedia.org/wiki/ବରଗଛ"ରୁ ଅଣାଯାଇଅଛି