"ନବମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ନବମୀ
ଟିକେ + ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା
୨ କ ଧାଡ଼ି:
'ନବମୀ' ଚନ୍ଦ୍ରପକ୍ଷର ନବମ ଦିବସ - ଚନ୍ଦ୍ରର ନବମ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] ୤ [[ଅଷ୍ଟମୀ]]ର ପରବର୍ତ୍ତୀ ଓ [[ଦଶମୀ]]ର ପୂର୍ବବର୍ତ୍ତୀ ତିଥି୤ କୃଷ୍ଣ ପକ୍ଷର ନବମୀକୁ କୃଷ୍ଣା ନବମୀ ଓ ଶୁକ୍ଳ ପକ୍ଷର ନବମୀକୁ ଶୁକ୍ଳା ନବମୀ କୁହାଯାଇଥାଏ ୤
 
* [[ଚୈତ୍ର]] ଶୁକ୍ଳନବମୀ: ରାମନବମୀ - ଏ ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଏବଂ ଦୁର୍ଗାଙ୍କର ମଧ୍ୟ ବାସନ୍ତିକ ନବମୀପୂଜା ହୁଏ ୤
* [[ବୈଶାଖ]] ଶୁକ୍ଳନବମୀ: ସୀତାନବମୀ- ସୀତାଜନ୍ମ
* [[ଭାଦ୍ରବ]] କୃଷ୍ଣନବମୀ: ନନ୍ଦୋତ୍ସବ - ଜନ୍ମାଷ୍ଟମୀର ପରଦିନ କୃତ ଉତ୍ସବ
* [[ଆଶ୍ବୀନଆଶ୍ୱିନ]] ଶୁକ୍ଳନବମୀ: ମହାନବମୀ - ଶାରଦୀୟା ଦୂର୍ଗାପୂଜାର ତୃତୀୟ ବା ଶେଷ ଦିବସ ୤
* [[କାର୍ତ୍ତିକ]] ଶୁକ୍ଳନହମୀ: ଅଁଳାନବମୀ–ଅଁଳାନବମୀ- ଜଗଦ୍ଧାତ୍ରୀପୂଜା ଓ ଦୂର୍ଗାନବମୀ ବ୍ରତ
* [[ମାର୍ଗଶିର]] କୃଷ୍ଣନବମୀ: କାଞ୍ଜିଅଁଳାନବମୀ ୤
 
{{ପକ୍ଷ}}
 
[[ବିଭାଗଶ୍ରେଣୀ:ଜ୍ୟୋତିଷୀ]]
[[ବିଭାଗଶ୍ରେଣୀ:ପକ୍ଷ]]
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
[[en:Navami]]
[[ta:நவமி]]
[[te:నవమి]]
"https://or.wikipedia.org/wiki/ନବମୀ"ରୁ ଅଣାଯାଇଅଛି