"ଜଗନ୍ନାଥ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୪୦ କ ଧାଡ଼ି:
 
==ଜୀବନ==
ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଜଗନ୍ନାଥ ୧୯୩୬ରେ [[କଟକ]] ଠାରେ ଜନ୍ମ ଲାଭ କରିଥିଲେ । ସେ [[କଟକ]]ର ମିସନ ସ୍କୁଲ ଓ [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା କଲେଜ]]ରେ ସେ ପଢ଼ା ପରେ ସେ [[ଆଲ୍ହାବାଦ ବିଶ୍ଵବିଦ୍ୟାଳୟ]]ରୁ [[ରାଜନୀତି ବିଜ୍ଞାନ]]ରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ଏହା ପରେ ସେ ଆଇ.ଏ.ଏସ[[ଭାରତୀୟ ଭାବରେପ୍ରଶାସନିକ ଯୋଗଦାସେବା]]ରେ <!--[[Indian Administrative Service]]-->ଯୋଗ ଦେଇଥିଲେ ।
 
==ସାହିତ୍ୟରଚନା==
===ପ୍ରାକ ରଚନା===
କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । [[ଓଡ଼ିଆ ଭାଷା|ଓଡ଼ିଆ]] ପତ୍ରିକା [[ଡଗର (ପତ୍ରିକା)|ଡଗର]], [[ଝଙ୍କାର (ପତ୍ରିକା)|ଝଙ୍କାର]], [[ଆସନ୍ତାକାଲି (ପତ୍ରିକା)|ଆସନ୍ତାକାଲି]] ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । [[ମନୋଜ ଦାସଙ୍କଦାସ]]ଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ" ର ସମ୍ପାଦନା କରୁଥିଲେ ।
<!--J.P. began writing poetry early in his teens. In 1951, he brought out a collection entitled Stabak. His poems began to appear regularly in the leading Oriya journals such as Dagara, Jhankara and Asantakali. Joining the Students' Federation of India (SFI) he co-edited a journal, Agami, with Manoj Das.-->
<!--J.P.'s experiences as an I.A.S. officer in Orissa, especially in Kalahandi district, shaped his thinking and left wing leanings. He wrote two short plays in 1960. In 1970 he held a solo exhibition of his paintings.-->
୬୭ କ ଧାଡ଼ି:
*Naglieri, J. A., & Das, J. P. (1988). Planning-Arousal-Simultaneous-Successive (PASS): A Model for Assessment. Journal of School Psychology, 26, 35-48).
 
==ଆଧାର==
==ଦ୍ରଷ୍ଟବ୍ୟ==
{{reflistଆଧାର}}
 
==ବାହାର ଲିଙ୍କ==
 
*
{{ସରସ୍ବତୀ ସମ୍ମାନ}}
{{ଓଡ଼ିଆ ସାହିତ୍ୟ}}
 
[[categoryବିଭାଗ:ଓଡ଼ିଆ ସାହିତ୍ୟ]]
[[categoryବିଭାଗ:ଓଡ଼ିଆ ସାହିତ୍ୟିକ]]
[[categoryବିଭାଗ:ଓଡ଼ିଆ ଭାଷା]]
[[categoryବିଭାଗ:ସାହିତ୍ୟିକ]]
[[categoryବିଭାଗ:କବି]]
[[categoryବିଭାଗ:ଲେଖକ]]
[[categoryବିଭାଗ:କଟକର ଲୋକ]]