"ଗୁରୁଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୭ କ ଧାଡ଼ି:
|relatedto =
}}
'''ଗୁରୁଦିବସ''' ଭାରତର ୨ୟ ରାଷ୍ଟ୍ରପତି [[ସର୍ବପଲ୍ଲୀ ରାଧାକୃଷ୍ଣରାଧାକୃଷ୍ଣନ]]ନଙ୍କଙ୍କ ଜନ୍ମତିଥିରେ ପାଳିତ ଏକ ବିଶେଷ ଦିବସ ଯାହା ଗୁରୁ ବା ଶିକ୍ଷକ ମାନଙ୍କୁ ସମ୍ମାନ ଜଣାଇ ଛାତ୍ରମାନଙ୍କ ଦେଇ ପାଳନ କରାଯାଇଥାଏ ।
 
ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ ଏକାଧାର ଜଣେ ସୁଗୁରୁ, ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ତାହାଙ୍କର ଦେହାନ୍ତ ପରେ ତାଙ୍କର ଜନ୍ମତିଥିକୁ ଏହି ଦିନକୁ ଗୁରୁଦିବସ ଭାବରେ ପାଳନ କରାଯାଏ ।
୩୩ କ ଧାଡ଼ି:
==ପାଳନ==
ଏହି ଦିନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଛାତ୍ରମାନେ ଶିକ୍ଷକ ମାନଙ୍କୁ ବନ୍ଦାପନା କରିଥାନ୍ତି । ଗୁରୁବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ସାକ୍ଷାତ ପରଂବ୍ରହ୍ମ ବୋଲି ଗୁରୁବନ୍ଦନା କରାଥାନ୍ତି । ବିଦ୍ୟାଳୟଗୁଡ଼ିକୁ ବାଦଦେଇ ବାକି ସରକାରୀ ଓ ବେସରକାରୀ ସବୁରେ ଏହି ଦିନ ଏକ ଛୁଟି ଦିନ ଭାବରେ କାମରୁ ବିରତି ନେଇଥାନ୍ତି ।
 
==ଆଧାର==
{{ଆଧାର}}
 
[[ବିଭାଗ:ପାଳିତ ଦିବସ]]
"https://or.wikipedia.org/wiki/ଗୁରୁଦିବସ"ରୁ ଅଣାଯାଇଅଛି