"ନୀଳକଣ୍ଠ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୭ କ ଧାଡ଼ି:
ପଣ୍ଡିତ ନୀଳକଣ୍ଠ [[ଦର୍ଶନ ଶାସ୍ତ୍ର]]ରେ [[କଲିକତା ବିଶ୍ୱବିଦ୍ୟାଳୟ]]ରୁ ଏମ.ଏ. ଡିଗ୍ରୀ ହାସଲ କରିଥିଲେ । ସେତେବେଳେ ତାହାର ମାନ ଖୁବ ଅଧିକ ଥିବାରୁ ତାଙ୍କୁ ଫିରିଙ୍ଗି ସରକାରଙ୍କ ଅଧିନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ମିଳିଥିଲା, ତେବେ ସେ ତାହାକୁ ଗ୍ରହଣ ନକରି [[ସତ୍ୟବାଦୀ ବନ ବିଦ୍ୟାଳୟ]]ର ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ ।
 
==ରଚନାବଳୀ==
==ସାହିତ୍ୟ ସର୍ଜନା==
ତାଙ୍କର ସାହିତ୍ୟକୁ ଅବଦାନ ଅକଳନୀୟ । ସେ ମୁଖ୍ୟତ କବିତା କ୍ଷେତ୍ରରେ ଅନେକ ଉପାଦେୟ କବିତା ପୋଥି ରଚିଯାଇଛନ୍ତି । ସେସବୁ ଭିତରେ ''କୋଣାର୍କ'' ଓ ''ମାୟାଦେବୀ'' ଅନ୍ୟତମ ।
 
ଏହାଛଡ଼ା ସେ ଜଣେ ଭଲ ଅନୁବାଦକ ଭାବରେ "ଲର୍ଡ଼ ଟେନିସନ"ଙ୍କ କବିତାକୁ ଓଡ଼ିଆରେ ''ଦାସ ନାୟକ'' ଓ ''ପ୍ରଣୟିନୀ'' ନାଆଁରେ ଅନୁବାଦ କରିଯାଇଛନ୍ତି ।<ref>[http://www.press.uottawa.ca/book/changing-the-terms Changing the Terms, Translating in the Postcolonial Era]. ''Sherry Simon and Paul St-Pierre''. 272 pages . 6 x 9 ISBN 978-0-7766-0524-1 (November 2000)</ref>
 
*"[[ନବଭାରତ]]"ର ସମ୍ପାଦକ