"ଦୁଃଶୀଳା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ "ମାନଙ୍କଠାରୁ" ଶବ୍ଦ ସହ ଲାଗିରହେ (via JWB) |
ଟିକେ Fix joint words |
||
୨ କ ଧାଡ଼ି:
'''ଦୁଃଶୀଳା''' ହେଉଛନ୍ତି [[ଧୃତରାଷ୍ଟ୍ର (ମହାଭାରତ)|ଧୃତରାଷ୍ଟ୍ର]] ଏବଂ [[ଗାନ୍ଧାରୀ (ମହାଭାରତ)|ଗାନ୍ଧାରୀ]]<nowiki></nowiki>ଙ୍କ ଏକମାତ୍ର କନ୍ୟା ତଥା ଏକଶତ [[କୌରବ]]<nowiki></nowiki>ଙ୍କ ଏକମାତ୍ର ଭଉଣୀ ।<ref name="googlebooks">{{cite web |last1=Shalom |first1=Naama |title=Re-ending the Mahabharata: The Rejection of Dharma in the Sanskrit Epic |url=https://books.google.co.in/books?id=y9aEDgAAQBAJ&q=Duhsala&pg=PA191&redir_esc=y#v=snippet&q=Duhsala&f=false |website=www.books.google.co.in |publisher=SUNY Press |accessdate=4 January 2021 |language=en |date=27 March 2017}}</ref> ଦୁଃଶୀଳାଙ୍କ ପୁଅର ନାମ ସୁରଥ ଥିଲା । କୁରୁକ୍ଷେତ୍ର ଯୁଦ୍ଧ ପରେ ଯୁଧିଷ୍ଠିରଙ୍କଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞର ଅନୁଷ୍ଠାନ ବେଳେ ଅର୍ଜୁନ ଯେତେବେଲେ ଆଶୀର୍ବାଦ ପାଇବା ପାଇଁ ସିନ୍ଧୁ ରାଜ୍ୟରେ ପହଞ୍ଚିଥିଲେ, ସେତେବେଳେ ତାଙ୍କୁ ଦୁଃଶୀଳାଙ୍କ ନାତିଙ୍କ ସହ ଯୁଦ୍ଧ କରିବାକୁ ପଡିଥିଲା । ଅର୍ଜୁନ ସର୍ବଦା ଦୁର୍ଯ୍ୟୋଧନଙ୍କ ଭଉଣୀକୁ ତାଙ୍କ ନିଜ ଭଉଣୀ ଭାବରେ ବିବେଚନା କରୁଥିଲେ । ତେଣୁ ସେ ଯୁଦ୍ଧପରେ ସୁରଥଙ୍କ ପୁତ୍ରକୁ ଜୀବନ ଦାନ କରି ଆଗକୁ ଚାଲିଯାଇଥିଲେ ।
ସେ ସିନ୍ଧୁ ନରେଶ [[ଜୟଦ୍ରଥ]]<nowiki></nowiki>ଙ୍କୁ ବିବାହ କରିଥିଲେ ଯାହାଙ୍କୁ ଅର୍ଜୁନ କୁରୁକ୍ଷେତ୍ର ଯୁଦ୍ଧରେ ବଧ କରିଥିଲେ । ପାଣ୍ଡବମାନଙ୍କର ବନବାସ ସମୟରେ ଏକଦା ଶିକାରରେ ଯାଇଥିବା ଜୟଦ୍ରଥ ଦ୍ରୌପଦୀଙ୍କୁ ଅରଣ୍ୟରେ ଦେଖିଲେ । ତାଙ୍କ ପରିଚୟ ଜାଣିବା ପରେ ତାଙ୍କ ରୂପରେ ମୁଗ୍ଧ ହୋଇ ତାଙ୍କୁ ବିବାହର ପ୍ରସ୍ତାବ ଦେଲେ । ଦ୍ରୌପଦୀ ଏଥିରେ ମନା କରିବାରେ ଜୟଦ୍ରଥ କ୍ରୋଧିତ ହେଇ ଜୋର ଜବରଦସ୍ତି ତାଙ୍କୁ ରଥରେ ବସେଇ ଅପହରଣ କରି ନିଜ ରାଜଧାନୀ ଦିଗରେ ଗମନ କଲେ । ଏଣେ
== ଆଧାର ==
{{Reflist}}
|