"ଜୟଦ୍ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ମାନଙ୍କୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ Fix joint words
୮ କ ଧାଡ଼ି:
 
== ଦ୍ରୌପଦୀ ହରଣ ==
' ମହାଭାରତ 'ରେ ଜୟଦ୍ରଥ ଚରିତ୍ର ପ୍ରାଧାନ୍ୟତାକୁ ଆସନ୍ତି ଯେତେବେଳେ ପାଣ୍ଡବ ମାନଙ୍କ ବନବାସ ପର୍ବ ଚାଲେ । ଶକୁନିଙ୍କ ଚକ୍ରାନ୍ତ ଫଳ ସ୍ୱରୂପ ଧର୍ମରାଜ ଯୁଧିଷ୍ଠିରଙ୍କ ସହ ତାଙ୍କର ଭାଇ ମାନେଭାଇମାନେ ପତ୍ନୀ ଦ୍ରୌପଦୀଙ୍କୁ ନେଇ ବନବାସରେ ରହନ୍ତି । ଦିନେ ପାଣ୍ଡବ ମାନେପାଣ୍ଡବମାନେ ଫୁଲ , ଡୁବ ଘାସ, ହୋମ କାଷ୍ଠ  ଓ ଅନ୍ୟ ପୂଜା ସାମଗ୍ରୀ ସଂଗ୍ରହ ପାଇଁ ପାଣ୍ଡବ ମାନେପାଣ୍ଡବମାନେ ଦ୍ରୌପଦୀଙ୍କୁ ଆଶ୍ରମରେ ଏକ ଛାଡି ଅରଣ୍ୟକୁ ଗଲେ । ଗଲା ବେଳେ ନିକଟରେ ଥିବା ମୁନି ତୃଣବିନ୍ଦୁଙ୍କୁ ଦ୍ରୌପଦୀଙ୍କ ନିରାପତ୍ତା ଉପରେ ଧ୍ୟାନ ଦେବାକୁ କହି ଯାଇଥିଲେ । ସେହି ଦିନ ଶିକାରରେ ଯାଇଥିବା ଜୟଦ୍ରଥ ଦ୍ରୌପଦୀଙ୍କୁ ଅରଣ୍ୟରେ ଦେଖିଲେ । ତାଙ୍କ ମନ୍ତ୍ରୀ କୋଟିକାଶ୍ୟଙ୍କଠାରୁ ଦ୍ରୌପଦୀଙ୍କ ପରିଚୟ ବିଷୟରେ ଜାଣିବା ପରେ ତାଙ୍କ ପାଖକୁ ଯାଇ ତାଙ୍କ ରୂପରେ ମୁଗ୍ଧ ହୋଇ ତାଙ୍କୁ ବିବାହର ପ୍ରସ୍ତାବ ଦେଲେ । ଦ୍ରୌପଦୀ ଏଥିରେ ମନା କରିବାରେ ଜୟଦ୍ରଥ କ୍ରୋଧିତ ହେଇ ଜୋର ଜବରଦସ୍ତି ତାଙ୍କୁ ରଥରେ ବସେଇ ଅପହରଣ କରି ନିଜ ରାଜଧାନୀ ଦିଗରେ ଗମନ କଲେ । ଏଣେ ପାଣ୍ଡବ ମାନେପାଣ୍ଡବମାନେ ତାଙ୍କ ଆଶ୍ରମକୁ ଫେରି କୁଟୀରରେ ଦ୍ରୌପଦୀ ନଥିବା ଦେଖି ତାଙ୍କୁ ଅପହରଣ କରା ହେଇଥିବା ବିଷୟରେ ଅବଗତ ହେଲେ । ଯୁଧିଷ୍ଠିର ଦ୍ରୌପଦୀଙ୍କୁ ଉଦ୍ଧାର କରିବାକୁ ଅର୍ଜୁନ ଓ ଭୀମାଙ୍କୁ ଆଦେଶ ଦେଲେ ।ଉଭୟ ଯାଇ ଜୟଦ୍ରଥଙ୍କ ସହ ଯୁଦ୍ଧ କରି ତାଙ୍କୁ ପରାସ୍ତ କାଲେ ଓ ତାଙ୍କୁ ଯୁଧିଷ୍ଠିରଙ୍କ ସମିପକୁ ଆଣିଲେ । ଦ୍ରୌପଦୀ ଦୟା ପରବଶ ହେଇ ଜୟଦ୍ରଥଙ୍କୁ ହତ୍ୟା ନ କରି ଛାଡି ଦେବାକୁ ଅନୁରୋଧ କଲେ । ତାଙ୍କୁ ହତ୍ୟା କଲେ ଦୁଶାଳା ବିଧବା ହେଇଥାନ୍ତେ । ଧର୍ମରାଜ ଯୁଧିଷ୍ଠିରଙ୍କ ଆଦେଶ କ୍ରମେ ଭୀମ ଦୃଷ୍ଟାନ୍ତମୂଳକ ଦଣ୍ଡ ସ୍ୱରୂପ ଜୟଦ୍ରଥଙ୍କ ମୁଣ୍ଡନ କରି ତାଙ୍କୁ ଛାଡି ଦେଇଥିଲେ ।   
 
== ଭଗବାନ ଶିବଙ୍କ ପ୍ରଥମ ଆଶୀର୍ବାଦ ==
ପାଣ୍ଡବ ମାନଙ୍କ ଠାରୁମାନଙ୍କଠାରୁ ପାଇଥିବା ଏହି ଅପମାନର ପ୍ରତିଶୋଧ ନେବା ପାଇଁ ଜୟଦ୍ରଥ ସର୍ବଦା ଉଦ୍ୟମ ରତ ଥିଲେ । ସେ ଭଗବାନ ଶିବଙ୍କୁ କଠୋର ତପସ୍ୟା ମାଧ୍ୟମରେ ସନ୍ତୁଷ୍ଟ କରି ତାଙ୍କ ପାଖରୁ ପାଣ୍ଡବମାନଙ୍କୁ ପରାସ୍ତ କରିବାର ବର ମାଗିଲେ । କିନ୍ତୁ ଶିବ ତାଙ୍କୁ ସେ ବର ନ ଦେଇ ତାଙ୍କୁ ପାଣ୍ଡବ ଶକ୍ତିଦ୍ୱାରା ପରାଜିତ ନ ହେବାର ବର ପ୍ରଦାନ କଲେ । କିନ୍ତୁ ସେ ଜୟଦ୍ରଥଙ୍କୁ କହିଲେ କେବଳ ଅର୍ଜୁନ  ଙ୍କ ହିଁ ତାଙ୍କୁ ମାରି ପାରିବାର ଶକ୍ତି ରହିବ । 
 
== ତାଙ୍କ ପିତାଙ୍କ ଠୁ ଆଶୀର୍ବାଦ  ==
୧୭ କ ଧାଡ଼ି:
 
== କୁରୁଷେତ୍ର ଯୁଦ୍ଧ ରେ ==
କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଜୟଦ୍ରଥ ସ୍ୱାଭାବିକ ଭାବରେ କୌରବ ମାନଙ୍କ ସହ ଯୋଗ ଦେଇ ପାଣ୍ଡବ ସେନାଙ୍କ ବିରୁଦ୍ଧରେ ଯୁଦ୍ଧ କଲେ । ଦ୍ରୋଣଚାର୍ଜ୍ୟଙ୍କଦ୍ୱାରା ପ୍ରଣିତ ଚକ୍ରବୁହ୍ୟ ରଚନାରେ ଜୟଦ୍ରଥ ନେତୃତ୍ୱ ନେଇ ପାଣ୍ଡବ ମାନଙ୍କୁ ଅସୁବିଧାରେ ପକେଇଲେ । କେହି ପାଣ୍ଡବ ସେ ଚକ୍ରବୁହ୍ୟ ଭେଦ କରିବାରେ ସମର୍ଥ ନ ହେବାରୁ ଅର୍ଜୁନଙ୍କ ପୁତ୍ର ବାଳକ ଅଭିମନ୍ୟୁ ଅଲୌକିକ ଶକ୍ତି ବଳରେ ସେହି ଚକ୍ରବୁହ୍ୟ ଭେଦ କରିବାକୁ ସମର୍ଥ ହେଲେ । କିନ୍ତୁ ସେ ଚକ୍ରବୁହ୍ୟ ଭିତରେ କୌରବ ମାନଙ୍କୁ ପରାସ୍ତ କଲା ପରେ ବାହାରକୁ ଆସିବାର କୌଶଳ ଶିଖି ନଥିବାରୁ ବାହାରି ପାରିଲେ ନାହି । ତେଣୁ ସେ ଅନ୍ୟତ୍ର ଯୁଦ୍ଧରେ ମଗ୍ନ ଥିବା ଅନ୍ୟ ପାଣ୍ଡବ ମାନଙ୍କ ଠାରୁମାନଙ୍କଠାରୁ ଅଲଗା ହେଇଗଲେ । ଏକାକୀ ଅଭିମନ୍ୟୁ କୌରବ ମାନଙ୍କ ସମ୍ମିଳିତ ଆକ୍ରମଣରେ ବର୍ବର ଭାବେ ନିହତ ହେଲେ । 
 
ପାଣ୍ଡବ ମାନେପାଣ୍ଡବମାନେ ଅଭିମନ୍ୟୁଙ୍କୁ ଉଦ୍ଧାର କରିବାକୁ   ଭିତରକୁ ଯିବାର ଯେତେ ଉଦ୍ୟମ କଲେ ମଧ୍ୟ ଜୟଦ୍ରଥ ଶିବଙ୍କ ଠାରୁଶିବଙ୍କଠାରୁ ପାଇଥିବା ବର ବଳରେ ସମସ୍ତ ପାଣ୍ଡବ ଶକ୍ତିଙ୍କୁ ଅଟକେଇ ରଖିବାରେ ସମର୍ଥ ହେଇଥିଲେ । ଅର୍ଜୁନ ଅଭିମନ୍ୟୁଙ୍କ ମୃତ୍ୟୁର କାରଣ ଜୟଦ୍ରଥ ବୋଲି ଜାଣି ତାଙ୍କୁ ନିହତ କରିବାର ଶପଥ ନେଲେ । ଆର ଦିନ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଜୟଦ୍ରଥଙ୍କୁ ନିହତ କରିବାକୁ ଅର୍ଜୁନ ତାଙ୍କର ପ୍ରତିଙ୍ଗ୍ୟା କଲେ , ନ ପାରିଲେ ନିଜେ ମଶାଣି ଶିଖାରେ ଆତ୍ମାହୁତି ଦେବି ବୋଲି କହିଲେ । ୧୪ ଶ ଦିନର ଯୁଦ୍ଧ ଏହା ଉପରେ ପର୍ଯ୍ୟବସିତ ହେଲା । 
 
== ଅର୍ଜୁନଙ୍କ ପ୍ରତିଶୋଧ ==
"https://or.wikipedia.org/wiki/ଜୟଦ୍ରଥ"ରୁ ଅଣାଯାଇଅଛି