"ସାକ୍ଷୀ ଗୋପୀନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ପଢ଼ୁଆଲ -> ପୌଡ଼ୱାଲ (ସଠିକ ଓ ବହୁପ୍ରଚଳିତ ବନାନ) (via JWB)
ଟିକେ fixing references (via JWB)
 
୨୭ କ ଧାଡ଼ି:
}}
 
'''ସାକ୍ଷୀ ଗୋପୀନାଥ''', ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref>{{cite news |title=ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ |url=https://ia601501.us.archive.org/32/items/list-of-odia-films-upto-1997/List%20of%20Odia%20films%20upto%201998.pdf |accessdate=915 AugustJuly 20182020 |work=ସିନେ ସମ୍ବାଦ |publisher=Internet Archive |date=2 August 1997}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପି. ସି. ଜେନା । ବସନ୍ତ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଗଣେଶ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
 
ଦୁଃଖିରାମ ସ୍ୱାଇଁ, ମାଳା ବୋଷ, ଗ୍ଲୋରିଆ ମହାନ୍ତି, କେଦାର ଗୁରୁ, ଜର୍ଜ ତିଆଡ଼ି, ପଦ୍ମା ଖାନ୍ନା, ଭୋଳାନାଥ, ପ୍ରଦୀପ, ରୁକ୍ମଣୀ, ଗଦି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।