"ଗଙ୍ଗାଧର ମେହେର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୧ କ ଧାଡ଼ି:
| education = ୫ମ<ref>{{cite book|last=ଆଚାର୍ଯ୍ୟ|first=ବୃନ୍ଦାବନ|title=ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ|publisher=ଗ୍ରନ୍ଥ ପ୍ରକାଶିନୀ|pages= ୨୦୭, ୩୩୮}}</ref>
| alma_mater =
| period Ritiଆଧୁନିକ Jugaଯୁଗର ଆଦ୍ୟକାଳ
| genre = କବି
| subject = ଭକ୍ତି
| movement =
| notableworks = [[ତପସ୍ୱିନୀ]], କୀଚକ ବଧ, ଇନ୍ଦୁମତୀ, ପ୍ରଣୟବଲ୍ଲରୀ, କୃଷକ ସଙ୍ଗୀତ, ଅର୍ଘ୍ୟଥାଳୀ (କବିତା ସଂକଳନ),ମହିମା, ଅଯୋଧ୍ୟା ଦୃଶ୍ୟ ଇତ୍ୟାଦି
| spouse = ଶାନ୍ତା ଦେବୀ, ଚମ୍ପା ଦେବୀ (ଶାନ୍ତା ଦେବୀଙ୍କ ଦେହାବସାନ ପରେ)
| partner =
୪୦ କ ଧାଡ଼ି:
}}
 
'''"ସ୍ୱଭାବ କବି" ଗଙ୍ଗାଧର ମେହେର''' (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]]ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ରୀତିମହାନ କବି ଥିଲେ । ସେ [[ଓଡ଼ିଆ ସାହିତ୍ୟ|ଓଡ଼ିଆ ସାହିତ୍ୟରେ]] ପ୍ରକୃତି କବି<ref>{{cite web|last=Samal|first=Debi Prasad|title=Dream of a cultural language comes true|url=http://www.iamin.in/en/node/31194/raise-issuedisqussion-6|publisher=iamin.in|accessdate=1 August 2015}}</ref> ଓ ସ୍ୱଭାବ କବି ଭାବେ ପରିଚିତ ।<ref>{{cite news|last=Panda|first=Namita|title=Epic dance drama captivates audience|url=http://www.telegraphindia.com/1100826/jsp/orissa/story_12855210.jsp|accessdate=1 August 2015|newspaper=The Telegraph}}</ref> ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ "''ଇନ୍ଦୁମତୀ''", "''କୀଚକ ବଧ''" (୧୯୦୩) ଏବଂ "''[[ତପସ୍ୱିନୀ]]''" ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
" ତୋ କବିତ୍ୱେ ଦୁଗ୍ଧ ମଧୁରତା ଅଛି ନାହିଁ ମଦ୍ୟ ମାଦକତା,
ସେହି ସିନା କାବ୍ୟ ଯହିଁଅଛି ସାର୍ବଜନୀନ ଉପାଦେୟତା।"
କବିଙ୍କ ଭକ୍ତି, ମଧୁମୟ, ଅମୃତମୟ ଆଦି କବିତା ତାଙ୍କୁ ଜଣେ ବିଶିଷ୍ଟ ଦାର୍ଶନିକ ଭାବରେ ପ୍ରକାଶିତ କରେ । କବିଙ୍କ ବର୍ଣ୍ଣନାରେ ପ୍ରକୃତି ଚଳମାନ ହୋଇଉଠୀ ଥାଏ।
 
== ଜୀବନୀ ==