"ନିର୍ମଳା ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
ମୃତ୍ୟୁ
୧୬ କ ଧାଡ଼ି:
}}
 
'''ନିର୍ମଳା ମିଶ୍ର''', ଓଡ଼ିଆ ଚଳଚ୍ଚିତ୍ର ଜଗତର ୬୦ ଓ ୭୦ ଦଶକର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟିକା ଥିଲେ । ତାଙ୍କୁ ଓଡ଼ିଆ ସିନେମାର [[ଲତା ମଙ୍ଗେସକର]] ହିସାବରେ ଅଭିହିତ କରାଯାଏକରାଯାଉଥିଲା ।<ref>{{cite web |url= http://www.hindu.com/2011/06/04/stories/2011060460860300.htm |title=The Hindu : Other States / Orissa News : I love Orissa, says Nirmala Mishra |work=hindu.com |year=2011 |quote=Nirmala Mishra – who is often been referred to as the Lata Mangeshkar of Odia cinema |accessdate=6 July 2012}}</ref>
 
== ବ୍ୟକ୍ତିଗତ ଜୀବନ ==
୨୩ କ ଧାଡ଼ି:
== କର୍ମଜୀବନ ==
ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ [[ବାଳକୃଷ୍ଣ ଦାସ]] ନିର୍ମଳା ମିଶ୍ରଙ୍କ ପ୍ରତିଭାକୁ ଜାଣିପାରି ତାଙ୍କୁ ପ୍ରଥମ କରି ୧୯୬୦ ମସିହାରେ [[ଶ୍ରୀ ଲୋକନାଥ]] ଚଳଚ୍ଚିତ୍ରରେ କଣ୍ଠଦାନ କରିବାକୁ ସୁଯୋଗ ଦେଇଥିଲେ ।<ref>http://www.hindu.com/2011/06/04/stories/2011060460860300.htm</ref> ସେ କଣ୍ଠଦାନ କରିଥିବା ପ୍ରମ୍ମୁଖ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ [[ସ୍ତ୍ରୀ (୧୯୬୮ର ଚଳଚ୍ଚିତ୍ର)|ସ୍ତ୍ରୀ]], [[କା (୧୯୬୬ର ଚଳଚ୍ଚିତ୍ର)|କା]], [[ମଲାଜହ୍ନ]], [[ଅଭିନେତ୍ରୀ (୧୯୬୫ର ଓଡ଼ିଆ କଥାଚିତ୍ର)|ଅଭିନେତ୍ରୀ]], [[ଅନୁତାପ (୧୯୭୭ର ଚଳଚ୍ଚିତ୍ର)|ଅନୁତାପ]], [[କିଏ କାହାର]], [[ଅମଡ଼ା ବାଟ]], [[ଅଦିନ ମେଘ]]<ref> http://www.thesundayindian.com/or/story/75-years-of-oriya-cinema/7/940/</ref> ଆଦି ଅନ୍ୟତମ ।<ref>{{cite web |url= http://www.telegraphindia.com/1110603/jsp/orissa/story_14063095.jsp |title=The Telegraph - Calcutta (Kolkata) &#124; Orissa &#124; Oriya nightingale mesmerises crowd |work=telegraphindia.com |year=2012 |quote= a huge collection of songs in the Oriya film industry with films like Sri Lokanath, Ka, Shree, Jeeban Sathi, Kie Kahara, Nabajanma, Adina Megha, Bandhana, Sansara, Amar Prema, Anutapa, Manikajodi, Dharitri, Chilika Teere and Gharabahuda |accessdate=6 July 2012}}</ref>
 
== ମୃତ୍ୟୁ ==
୨୦୨୨ ମସିହା ଜୁଲାଇ ମାସ ୩୧ ତାରିଖରେ ତାଙ୍କର [[ହୃଦ୍‌ଘାତ]] ଯୋଗୁ କଲିକତାର ସଲ୍ଟଲେକସ୍ଥିତ ନିଜ ବାସଭବନରେ ପରଲୋକ ଘଟିଥିଲା ।<ref>{{cite web |title=୮୪ ବର୍ଷରେ ଆଖି ବୁଜିଲେ ବର୍ଷିଆନ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର |url=https://www.samajalive.in/singer-nirmala-mishra-passed-away-at-84/413990.html |website=www.samajalive.in |publisher=ସମାଜ |accessdate=31 July 2022 |archiveurl=https://web.archive.org/web/20220731112649/https://www.samajalive.in/singer-nirmala-mishra-passed-away-at-84/413990.html |archivedate=31 July 2022}}</ref>
 
== ସମ୍ମାନ ଓ ପୁରସ୍କାର ==