"ଚଢ଼େଇଆ ସଙ୍ଗୀତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୪ କ ଧାଡ଼ି:
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥|ଚଢ଼େଇଆ ସଙ୍ଗୀତ, [[ବାଲେଶ୍ଵର ଜିଲା]]}}
 
ଚଢ଼େଇଆ ଚଢ଼େଇଆଣିକୁ:-
:{{Cquote|ଶୁଣ ହେ ନାଗର      କୁହ ମୋ ଆଗର
::ପୃଥିବୀ କାହୁଁ ହୋଇଲା
:କିଏ ଜାତ କଲା      କାହୁ ସେ ଅଇଲା
::ଏକଥା କହିବ ଭଲା ॥}}
ଚଢ଼େଇଆର ଉତ୍ତର-
:{{Cquote|ସେ ସତ୍ୟ ଯୁଗେଣ        ନିଜେ ନାରାୟଣ
::ବଟ ପତ୍ରରେ ଭାସିଲେ ଗୋ
ମେଦାସୁରକୁ ସେ        ବଧ ଯେ କରିଣ
::ମେଦିନୀ ତିଆରି କଲେଗୋ
ସେ ସତ୍ୟ ଯୁଗର        ସତ ନାହିଁ ଦରକାର ଗୋ....}}
:::::--ଚଢ଼େଇଆ ସଙ୍ଗୀତ