"କାର୍ତ୍ତିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ 2409:4089:18A:2012:0:0:2091:28B1 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ 2401:4900:3BC6:E26C:ED31:C163:EA98:13C6ଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
୨ କ ଧାଡ଼ି:
{{ଛୋଟ|Kartika}}
 
କୃତ୍ତିକା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]] ପଡ଼ୁଥିବାପଡୁଥିବା ଚାନ୍ଦ୍ରମାସକୁ '''କାର୍ତ୍ତିକ''' ମାସ କହନ୍ତି । ଏହାର ପୂର୍ବବର୍ତ୍ତୀ ମାସ [[ଆଶ୍ୱିନ]] ଓ ପରବର୍ତ୍ତୀ ମାସ [[ମାର୍ଗଶୀର]] ।
ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ, ଯେପରି ଯୁଗ ମଧ୍ୟରେ ଶ୍ରେଷ୍ଠ ସତ୍ୟଯୁଗ । ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ଜନଗଣ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି । ମାସସାରା ପାଳି ନ ପାରିଲେ [[ପଞ୍ଚକ|ପଞ୍ଚୁକ]] ପାଞ୍ଚଦିନ ପାଳନ୍ତି । ଏହି ସମୟରେ ଦୀପାବଳି ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି ।
 
ଏହି ମାସରେ ଓଡ଼ିଆ ହିନ୍ଦୁମାନେ ଆମିଷ ଖାଆନ୍ତି ନାହିଁ।
ଏହା ଓଡ଼ିଆ ହିନ୍ଦୁମାନଙ୍କର ସପ୍ତମ ମାସ। ଏହା ଓ ଏହାର ପରବର୍ତ୍ତୀ ମାସ ହେମନ୍ତ ଋତୁ।
Line ୧୮ ⟶ ୧୬:
କାର୍ତ୍ତିକ ମାସରେ ପାଳନ କରାଯାଉଥିବା ପର୍ବ ପର୍ବାଣିଗୁଡ଼ିକ ହେଲା:
{{div col|colwidth=30em}}
* କୃଷ୍ଣ [[ଚତୁର୍ଥୀ]]: [[କରୱ।ଚୌଥ]]
* କୃଷ୍ଣ [[ଦ୍ୱାଦଶୀ]]: [[ଗୋବତ୍ସା ଦ୍ୱାଦଶୀ]]
* କୃଷ୍ଣ [[ତ୍ରୟୋଦଶୀ]]: ଧନ ତ୍ରୟୋଦଶୀ/ ଧନତେରାସ/ ଧନ୍ୱନ୍ତରୀ ଜୟନ୍ତୀ
Line ୨୫ ⟶ ୨୪:
* ଶୁକ୍ଳ [[ଚତୁର୍ଥୀ]]: [[ନାଗ ଚତୁର୍ଥୀ]]
* ଶୁକ୍ଳ [[ପଞ୍ଚମୀ]]: ଲାଭ ପଞ୍ଚମୀ
*ଶୁକ୍ଳ [[ଷଷ୍ଠୀ]]: [[ଛଠ ପୂଜା]]
* ଶୁକ୍ଳାଷ୍ଟମୀ: ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ: ଗୋସେବା ଉତ୍ସବ ।
* ଶୁକ୍ଳ [[ନବମୀ]]: [[ଅଅଁଳା ନବମୀ]], [[ସାକ୍ଷୀଗୋପାଳ ମନ୍ଦିର]]ରେ ରାଧାପାଦ ଦର୍ଶନ
୩୩ କ ଧାଡ଼ି:
** ଶୁକ୍ଳ ଚତୁର୍ଦ୍ଦଶୀ: [[ବୈକୁଣ୍ଠ ଚତୁର୍ଦ୍ଦଶୀ]], <br />ଶ୍ରୀମନ୍ଦିରରେ [[ଲକ୍ଷ୍ମୀନୃସିଂହ ବେଶ]] ବା [[ଡାଳିକିଆ ବେଶ]]
** ମଳ[[ତିଥି]]ରେ: [[ନାଗାର୍ଜୁନ ବେଶ]]
* [[କାର୍ତ୍ତିକ ପୂର୍ଣ୍ଣିମା]]: ରାସ ପୂର୍ଣ୍ଣିମା, <br />ଶ୍ରୀମନ୍ଦିରରେ [[ରାଜରାଜେଶ୍ୱର ବେଶ]] ବା [[ସୁନାବେଶ]]
{{div col end}}