"ବଇତାଳ ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ପୁରାତନ ରଚନାରେ ନିହାତି ଆବଶ୍ୟକ, ଆଧୁନିକ ଲେଖାରେ ଲୋଡ଼ାନାହିଁ (via JWB)
ଟିକେ ହୋଇଅଛି -> ହୋଇଛି (ବହୁପ୍ରଚଳିତ ଓ ଆଧୁନିକ ରଚନାଶୈଳୀ) (via JWB)
୬୮ କ ଧାଡ଼ି:
== ଅଧିଷ୍ଠାତ୍ରୀ ଦେବୀ ==
ଏଠାକାର ଅଧିଷ୍ଠାତ୍ରୀ ଦେବୀ, [[ଚାମୁଣ୍ଡା]] ବା [[ଚର୍ଚିକା]] ଏକ ବିଲୁଆ ଓ ପେଚାଙ୍କ ମଧ୍ୟରେ ଏକ ଶବ ଉପରେ ମୁଣ୍ଡ-ମାଳ-ହାର ପିନ୍ଧି ବସିଥିବାର ମୂର୍ତ୍ତି ଏଠାରେ ରହିଛି । ସେ କ୍ରମଶଃ ସାପ, ଧନୁ, ଢାଲ, ଖଣ୍ଡା, ତ୍ରିଶୂଳ, ବର୍ଛା ଓ ଏକ ଅସୁରର ଗଳାକୁ ବିଦ୍ଧ କରିଥିବା ଶକ୍ତି ଧରିଛନ୍ତି । ଏହି ମନ୍ଦିରର ବାତାୟନରେ ଚୈତ୍ୟ ସଦୃଶ ଭାସ୍କର୍ଯ୍ୟ ରହିଚି,ଯେଉଥିରେ ଶିବ ଏବଂ ପାର୍ବତୀଙ୍କର ସ୍ଥାପତ୍ୟ ରହିଛି ।
ଦେବୀ ଚାମୁଣ୍ଡା ନିଜର ଉଭୟ ପାର୍ଶ୍ୱରେ ଅନେକ ଭୈରବ ଏବଂ ଯୋଗିନିଙ୍କଦ୍ୱାରା ବେଷ୍ଟିତ ଏହା ଦେଉଳର ନିମ୍ନ ଭାଗରେ ଉତ୍କୀର୍ଣ୍ଣ ହୋଇଅଛିହୋଇଛି । ପୂର୍ବ ଭାଗରେ ଦେବୀଙ୍କ ସହମିଥୁନ ଭୈରବ ଦେବତାଙ୍କ ମୂର୍ତି ରହିଛି ।
 
ଉତ୍ତର କାନ୍ଥରେ ଉତ୍କୀର୍ଣ୍ଣ ଭସ୍କର୍ଯ୍ୟରେ ଦେବୀ କରାଳିନୀଙ୍କ ବିଗ୍ରହ ରହିଛି,ସେ ଏକ ହସ୍ତରେ ଅସୁରର ଛିନ୍ନ ମସ୍ତକ ଏବଂ ଅନ୍ୟ ହସ୍ତରେ ରକ୍ତ ପୂର୍ଣ୍ଣ କପାଳ ଧରଣ କରିଛନ୍ତି । ଅନ୍ୟ ଏକ ତ୍ରିପଦୀ ଉପର ପାତ୍ରରେ ଦୁଇଟି ମୁଣ୍ଡ ରହିଛି ଯାହା ଦେବୀଙ୍କୁ ନିବେଦନ କରାହୋଇଛି ,ଦକ୍ଷିଣପାର୍ଶ୍ୱରେ ଗୋଟିଏ ଶୃଗାଳ ଛିଡାହୋଇଛି,ଯେ କି ଉପରକୁ ଦେଖୁଅଛି ଓ ବାମପାର୍ଶ୍ୱରେ ଏକ ଯୋଗିନି ଧ୍ୟାନ ମୁଦ୍ରାରେ ଦେବୀଙ୍କୁ ଲୟ କରୁଛି।