"ମାନଗୋବିନ୍ଦ ସାମଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ ବନାନ ସଂଶୋଧନ (via JWB)
୩୬ କ ଧାଡ଼ି:
 
== ରାଜନୈତିକ ଜୀବନ ==
[[ଫାଇଲ:Managobinda Samal.jpg|thumbnail|ସାହାସପୁର ମହାବିଦ୍ୟାଲୟସ୍ଥମହାବିଦ୍ୟାଳୟସ୍ଥ ମାନଗୋବିନ୍ଦ ସାମଲଙ୍କ ପୂର୍ଣ୍ଣାୟବୟବ ପ୍ରତିମୂର୍ତ୍ତି]]
[[ଫାଇଲ:Managobinda Samal Statue At Gopalpur Medical.JPG|thumbnail|ଗୋପାଳପୁର ଚିକିତ୍ସାଳୟସ୍ଥ ମାନଗୋବିନ୍ଦ ସାମଲଙ୍କ ପୂର୍ଣ୍ଣାୟବୟବ ପ୍ରତିମୂର୍ତ୍ତି]]
ମାନବାବୁ ପ୍ରଥମେ କଳାଶ୍ରୀ ଗୋପାଳପୁର୍ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ବଡଚଣା ବ୍ଲକର ଅଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେ ମସିହା ୧୯୭୧ରୁ ମସିହା ୧୯୮୫ ପର୍ଯ୍ୟନ୍ତ ବିଧାନ ସଭା ପାର୍ଥୀ ଭାବେ ଉତ୍କଳ କଂଗ୍ରେସ ଓ ଜନତା ଦଳ ତରଫରୁ ଲଢି ଥିଲେ । ମାନବାବୁ ୨ ଥର ବିଧାନ ସଭାକୁ ନିର୍ବାଚୀତ ହୋଇଥିଲେ | ସେ ଜଣେ ଲୋକପ୍ରିୟ ନେତା ଥିଲେ । ବଡଚଣା ବ୍ଲକର ଉନ୍ନତିରେ ମାନବାବୁଙ୍କ ଅବଦାନ ଶ୍ରେଷ୍ଠ । ସେ ବିଭିନ୍ନ ବଡଚଣା ବାସୀଙ୍କୁ କର୍ମ ନିଯୁକ୍ତି ଦେଇଥିଲେ ।
୫୯ କ ଧାଡ଼ି:
* କଳାଶ୍ରୀ ଉଚ ମାଧ୍ୟମିକ ସ୍କୁଲ
* ବାଲିଚନ୍ଦ୍ରପୁର ହାଇ ସ୍କୁଲ
* ସାହାସପୁର ମହାବିଦ୍ୟାଲୟମହାବିଦ୍ୟାଳୟ
* ଗୋପାଳପୁର ଚିକିତ୍ସାଳୟ
* ଗଜେନ୍ଦ୍ରପୁର ପଶୁ ଚିକିତ୍ସାଳୟ