"ମାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୭ କ ଧାଡ଼ି:
ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣୀମାବିଶିଷ୍ଟ ଚାନ୍ଦ୍ରମାସ । ଏହା ସୌର ମକରମାସ ସଙ୍ଗେ ସମାନ । ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ । ଏହା ଶୀତଋତୁର ଶେଷ ମାସ । ଦଶମ ମାସ।
 
=== ଫାଲ୍‌ଗୁନ[[ଫାଲ୍ଗୁନ]] ===
ଫାଲ୍ଗୁନୀ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ । ଏହା ମାଘର ପରବର୍ତ୍ତୀ ଚାନ୍ଦ୍ରମାସ ।
 
=== ଚୈତ୍ର ===
ଚିତ୍ରା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ । ଏହା ଫାଲ୍‌ଗୁନର ପରବର୍ତ୍ତୀ ଚାନ୍ଦ୍ରମାସ । ସଂବତ୍ ଗଣନାରେ ଏହା ବର୍ଷର ପ୍ରଥମ ମାସ । ଏହା ବସନ୍ତଋତୁର ଶେଷ ମାସ ।
"https://or.wikipedia.org/wiki/ମାସ"ରୁ ଅଣାଯାଇଅଛି