"ମାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୧ କ ଧାଡ଼ି:
ମୃଗଶିରା ନକ୍ଷତ୍ରଯୁକ୍ତ [[ପୂର୍ଣ୍ଣିମା]] ପଡୁଥିବା ମାସ । ଅଷ୍ଟମ ମାସ।
 
=== [[ପୌଷ]] (ପୁଷ) ===
ପୁଷ୍ୟା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ । ମାର୍ଗଶୀରର ପରବର୍ତ୍ତୀ ଓ ମାଘର ପୂର୍ବବର୍ତ୍ତୀ ଚାନ୍ଦ୍ରମାସ । ନବମ ମାସ । ଶୁଭ କାର୍ଯ୍ୟ ଭଙ୍ଗ ହୁଏ । ଏହି ମାସରେ ମାରିଥିବା ଲୋକ ଭୂତ ହେଇ ତାଙ୍କ ସମ୍ପର୍କୀୟଙ୍କୁ ଡରାନ୍ତି
 
=== ମାଘ ===
ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣୀମାବିଶିଷ୍ଟ ଚାନ୍ଦ୍ରମାସ ।ଏହା ସୌର ମକରମାସ ସଙ୍ଗେ ସମାନ । ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ । ଏହା ଶୀତଋତୁର ଶେଷ ମାସ ।
"https://or.wikipedia.org/wiki/ମାସ"ରୁ ଅଣାଯାଇଅଛି