"ବୀଣାପାଣି ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
("'''ବୀଣାପାଣି ମହାନ୍ତି''' ଓଡ଼ିଶାର କଟକ ଜିଲାରେ ୧୯୩୬..." ନାଆଁରେ ପୃଷ୍ଠାଟିଏ ତିଆରିକଲେ)
 
'''ବୀଣାପାଣି ମହାନ୍ତି''' [[ଓଡ଼ିଶା]]ର [[କଟକ ଜିଲା]]ରେ ୧୯୩୬ରେ ଜନ୍ମିତ ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଅଧ୍ୟାପିକା ଓ ସୁନାମଧନ୍ୟା ଆଧୁନିକ ଗାଳ୍ପିକା । ଚଳନ୍ତି ଜୀବନରୁ ସତସତିକା ଘଟଣା ସାଉଁଟି ନେଇ ତାହାକୁ ଗପ ରୂପ ଦେବାରେ ସେ ସେ ଜଣେ ସଫଳ କଳାକାର ।
 
==ରଚନାବଳୀ==
===ଗପ===
*ଇଣ୍ଟରଭିଉ
*ଏକାକୀ ପରାଶର
 
==ସମ୍ମାନ ଓ ପୁରସ୍କାର==
*[[ଓଡ଼ିଶା ସାହିତ୍ୟ ଏକାଡ଼େମି ପୁରସ୍କାର]] ([[କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ]] ପାଇଁ)
*[[କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାର]] ([[ପାଟଦେଇ]] ପାଇଁ ୧୯୯୦ରେ)<ref>[http://orissa.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ]</ref>
 
==ଆଧାର==
==ଦ୍ରଷ୍ଟବ୍ୟ==
{{reflist}}
 
[[category:୧୯୩୬ଜନ୍ମ]]
[[category:କଟକ ଜିଲାର ଲୋକ]]
୧୭,୩୭୦

ଗୋଟି ସମ୍ପାଦନା