୧୭,୩୭୦
ଗୋଟି ସମ୍ପାଦନା
Psubhashish (ଆଲୋଚନା | ଅବଦାନ) ("'''ବୀଣାପାଣି ମହାନ୍ତି''' ଓଡ଼ିଶାର କଟକ ଜିଲାରେ ୧୯୩୬..." ନାଆଁରେ ପୃଷ୍ଠାଟିଏ ତିଆରିକଲେ) |
Psubhashish (ଆଲୋଚନା | ଅବଦାନ) |
||
'''ବୀଣାପାଣି ମହାନ୍ତି''' [[ଓଡ଼ିଶା]]ର [[କଟକ ଜିଲା]]ରେ ୧୯୩୬ରେ ଜନ୍ମିତ ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଅଧ୍ୟାପିକା ଓ ସୁନାମଧନ୍ୟା ଆଧୁନିକ ଗାଳ୍ପିକା । ଚଳନ୍ତି ଜୀବନରୁ ସତସତିକା ଘଟଣା ସାଉଁଟି ନେଇ ତାହାକୁ ଗପ ରୂପ ଦେବାରେ ସେ ସେ ଜଣେ ସଫଳ କଳାକାର ।
==ରଚନାବଳୀ==
===ଗପ===
*ଇଣ୍ଟରଭିଉ
*ଏକାକୀ ପରାଶର
==ସମ୍ମାନ ଓ ପୁରସ୍କାର==
*[[ଓଡ଼ିଶା ସାହିତ୍ୟ ଏକାଡ଼େମି ପୁରସ୍କାର]] ([[କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ]] ପାଇଁ)
*[[କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାର]] ([[ପାଟଦେଇ]] ପାଇଁ ୧୯୯୦ରେ)<ref>[http://orissa.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ]</ref>
==ଆଧାର==
{{reflist}}
[[category:୧୯୩୬ଜନ୍ମ]]
[[category:କଟକ ଜିଲାର ଲୋକ]]
|