"ହେପାଟାଇଟିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ମାନକ ବନାନ (ବହୁପ୍ରଚଳିତ) (via JWB)
୨୪ କ ଧାଡ଼ି:
 
<!-- କାରଣ -->
ପୃଥିବୀବ୍ୟାପି [[ଭୁତାଣୁ ହେପାଟାଇଟିସ]] ([[:en:viral hepatitis|viral hepatitis]]) ସବୁଠାରୁ ଅଧିକ ସଂଖ୍ୟକ କାରଣ ରୁପେରୂପେ ବିବେଚିତ ହୋଇଚି ।<ref name=WHO2016QA>{{cite web|title=What is hepatitis?|url=http://www.who.int/features/qa/76/en/|website=WHO|accessdate=10 November 2016|date=July 2016}}</ref><ref name=NIH2016/> ଅନ୍ୟାନ୍ୟ କାରଣ ମଧ୍ୟରେ [[ମଦ୍ୟାତ୍ୟୟ]], [[ନନ୍ ଆଲକୋହୋଲିକ ସ୍ଟିଏଟୋହେପାଟାଇଟିସ]] ([[:en:nonalcoholic steatohepatitis|nonalcoholic steatohepatitis]]) (nash/ଏନଏଏସଏଚ), କେତେକ ଔଷଧ, ଟକ୍ସିନ/ବିଷ, ଅନ୍ୟ କେତେକ ସଂକ୍ରମଣ ଓ ଅଟୋଇମ୍ମ୍ୟୁନ ରୋଗ ([[:en:autoimmune diseases|autoimmune diseases]]) ଉଲ୍ଲେଖନୀୟ ଅଟେ । <ref name=WHO2016QA/><ref name=NIH2016/><ref name=NASH2014>{{cite web|title=Fatty Liver Disease (Nonalcoholic Steatohepatitis)|url=https://www.niddk.nih.gov/health-information/health-topics/liver-disease/nonalcoholic-steatohepatitis/pages/facts.aspx|website=NIDDK|accessdate=10 November 2016|date=May 2014}}</ref> ଏହାକୁ ୫ ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା:- [[ହେପାଟାଇଟିସ ଏ]], [[ହେପାଟାଇଟିସ ବି|ବି]], [[ହେପାଟାଇଟିସ ସି|ସି]], [[ହେପାଟାଇଟିସ ଡି|ଡି]] ([[:en:hepatitis D|D]]) ଓ [[ହେପାଟାଇଟିସ ଇ|ଇ]] ([[:en:hepatitis E|E]]) । <!-- <ref name=NIH2016/> --> ହେପାଟାଇଟିସ ଏ ଓ ଇ ଉଭୟ ଅପମିଶ୍ରିତ ଖାଦ୍ୟ ଓ ଜଳ ମାଧ୍ୟମରେ ବ୍ୟାପିଥାଏ ।<!-- <ref name=NIH2016/> --> ହେପାଟାଇଟିସ ବି ସାଧାରଣତଃ ଯୌନ ସମ୍ଭୋଗ ସମୟରେ, ଶିଶୁ ଜନ୍ମ ସମୟରେ, ସଂକ୍ରମିତ ରକ୍ତ ନେବା ସମୟରେ ଓ ସଂକ୍ରମିତ ଛୁଞ୍ଚି ସାହାଯ୍ୟରେ ଇଞ୍ଜେକସନ ନେଲେ ବା ଶିରାଭ୍ୟନ୍ତର ଡ୍ରଗ ଇଞ୍ଜେକସନ ନେଲେ ବ୍ୟାପିଥାଏ । <!-- <ref name=NIH2016/> --> ହେପାଟାଇଟିସ ସି ଓ ଡି ଉଭୟ ସାଧାରଣତଃ ରକ୍ତ ମାଧ୍ୟମରେ ବ୍ୟାପିଥାଏ । <ref name=NIH2016/>
 
<!-- ପ୍ରତିଷେଧ ଓ ଚିକିତ୍ସା -->