"ନୂଆପଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିକି ରହିବ (via JWB)
ଟିକେ "ମାନଙ୍କଠାରୁ" ଶବ୍ଦ ସହ ଲାଗିରହେ (via JWB)
୧୨୪ କ ଧାଡ଼ି:
ଦଧିବାମନ ଯାହାକି ସ୍ଥାନୀୟ ଭାଷାରେ ବଡଗୁଡି ମନ୍ଦିର ଏହାର କେନ୍ଦ୍ରରେ ଅବସ୍ଥିତ । ଏହ ନୂଆପଡ଼ାଠାରୁ ୭୦ କିମି ଦୂରରେ ଅବସ୍ଥିତ ।
=== ପାତାଳଗଙ୍ଗା ===
ଏହା ଖରିଆରଠାରୁ ୪୧କିମି । ଏହା ହିନ୍ଦୁ ମାନଙ୍କରହିନ୍ଦୁମାନଙ୍କର ପବିତ୍ର ସ୍ଥାନ। ବିସ୍ୱାଶ କରଯାଏ ଯେ ରାମଚନ୍ଦ୍ରଙ୍କର ବନବାସ ବେଳେ ଏହିଠାରେ ଦେବି ସିତାଙ୍କୁ ଶୋଶ ଲାଗିଲା ଆଖପାଖରେ କୌଣସି ଜଳର ସ୍ରୋତନଥିବରୁ ନିଜେ ଧନୁତିର ମାରି ଗଙ୍ଗାଙ୍କୁ ଆଣୀଥିଲେ ସେଇଦିନଠାରୁ ଏହା ପାତାଳଗଙ୍ଗା ନାମରେ ନାମିତ।
=== ଗୋଧୁସ୍ ଜଳସ୍ରୋତ ===
ଏହା ନୂଆପଡ଼ାଠାରୁ ୩୦କିମି ଦୂରରେ ଅବସ୍ଥିତ । ଏହାର ଉଚ୍ଚତା ୩୦ ମିଟର ।