"ବରାହଗିରି ଭେଙ୍କଟଗିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
ଟିକେ ବହୁପ୍ରଚଳିତ ଓ ସଠିକ ବନାନ (via JWB)
୫୬ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ==
ସେ [[ଓଡ଼ିଶା]]ର [[ବ୍ରହ୍ମପୁର]]ଠାରେ ଏକ ତେଲୁଗୁ ପରିବାରରେ ବରାହଗିରି ଭେଙ୍କଟ ଯୋଗିଆଙ୍କଠାରୁ<ref>Luminaries of 20th century, Potti Sreeramulu Telugu University, Hyderabad, 2nd volume, pages 680-1.</ref> ଜନ୍ମ ନେଇଥିଲେ । ତାଙ୍କର ଜନ୍ମ କାଳରେ ଏହା ଗଞ୍ଜାମ ଗଡ଼ଜାତ ଅଧୀନରେ ଥିଲା ।<ref>{{cite web |title=ଜିଲ୍ଲା ସମ୍ବନ୍ଧରେ |url=https://ganjam.nic.in/od/%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE-%E0%AC%B8%E0%AC%AE%E0%AD%8D%E0%AC%AC%E0%AC%A8%E0%AD%8D%E0%AC%A7%E0%AC%B0%E0%AD%87/ |website=ganjam.nic.in |accessdate=13 August 2018}}</ref> ପିତା ବରାହଗିରି ଭେଙ୍କଟ ଯୋଗାୟ ପନ୍ତଲି ଜଣେ ଖ୍ୟାତନାମା ଆଇନଜୀବିଆଇନଜୀବୀ ଥିଲେ। ତାଙ୍କ ସ୍କୁଲ ଶିକ୍ଷା, ସେ ବ୍ରହ୍ମପୁରରେ ଶେଷ କରିଥିଲେ।ଅଳ୍ପ ବୟସରେ ସେ ସରସ୍ୱତୀ ବାଈଙ୍କୁ ବିବାହ କରିଥିଲେ। ପରେ ଉଚ୍ଚଶିକ୍ଷା ପାଇଁ ୧୯୧୩ରେ ସେ ୟୁନିଭର୍ସିଟି ଅଫ୍ ଡ଼ବଲିନ୍କୁ ଯାଇଥିଲେ କିନ୍ତୁ ସେଠାରେ ସେ ଆଇନ ଡିଗ୍ରୀ ଶେଷ କରିପାରିନଥିଲେ। ''ସିନ୍ ଫେନ୍'' ଆନ୍ଦୋଳନରେ ଯୋଗ ଦେବାରୁ ତାଙ୍କୁ [[ଆୟାରଲ୍ୟାଣ୍ଡ]]ରୁ ବିଦା କରାଯାଇଥିଲା। ଭାରତ ଫେରି ସେ ୧୯୨୨ରେ ବିଭିନ୍ନ ଶ୍ରମିକ ସଂଗଠନର ନେତୃତ୍ୱ ନେଲେ। ଫଳ ସ୍ୱରୂପ ୧୯୨୬ ଓ୧୯୪୨ରେ ''ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ''ର ସେ ଦୁଇଥର ସଭାପତି ହୋଇଥିଲେ।
 
== ରାଜନୀତି ==