"ଚନ୍ଦ୍ରଶେଖର ଭେଙ୍କଟ ରମଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ "ଢ" ତଳେ ବିନ୍ଦୁ ବହୁପ୍ରଚଳିତ ବନାନ (via JWB)
୪୦ କ ଧାଡ଼ି:
ତାଙ୍କ ପିତା ୧୮୯୨ରେ ଶ୍ରୀମତୀ ଏ ବି ଏନ୍ କଲେଜ, ବିଶାଖାପଟନମ୍ରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ,ତେଣୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ସେଠାକାର ଏସ୍ ଏ ଏଙ୍ଗ୍ଲୋ ଇଣ୍ଡିଆନ ଉଚ୍ଚ ବିଦ୍ୟାଳୟରେ ହୋଇଥିଲା ।
 
ମାତ୍ର ୧୨ ବର୍ଷ ବୟସରେ ସେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ୧୪ ବର୍ଷ ବୟସରେ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୦୨ରେ ସେ ମାଡ୍ରାସର ପ୍ରେସିଡେନ୍ସି କଲେଜରେ ଯୋଗ ଦେଲେ । ପରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପଢିପଢ଼ି ସେଠାରୁ ବି ଏ ଡିଗ୍ରୀ ହାସଲ କଲେ ।ସେଠାରେ ସେ ଭୌତିକ ବିଜ୍ଞାନରେ ପ୍ରଥମ ହେଲେ ଏବଂ ତାଙ୍କୁ ସୁନା ପଦକ ଦିଆଗଲା । ୧୯୦୭ରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଏମ୍ ଏସ୍ ସି ଡିଗ୍ରୀ ହାସଲ କଲେ ।
 
==କର୍ମମୟ ଜୀବନ====କର୍ମମୟ ଜୀବନ==