"ନଗେନ ରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଢ" ତଳେ ବିନ୍ଦୁ ବହୁପ୍ରଚଳିତ ବନାନ (via JWB)
୨୦ କ ଧାଡ଼ି:
'''ନଗେନ ରାୟ'''(୧୬ ଜୁଲାଇ ୧୯୩୫-୦୩ ଜାନୁଆରୀ ୨୦୧୮) ଜଣେ [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] ନିର୍ଦ୍ଦେଶକ ଓ ମଞ୍ଚ ଅଭିନେତା ଥିଲେ ।<ref>http://www.dailypioneer.com/state-editions/bhubaneswar/filmmaker-nagen-ray-passes-away.html</ref> ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର [[ଗପ ହେଲେ ବି ସତ]] ତାଙ୍କରି ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା ।<ref>http://pragativadi.com/odia-movie-director-nagen-ray-passes-away/</ref> ଶ୍ରମ ବିଭାଗରେ କାର୍ଯ୍ୟକରି ସେ ୧୯୮୮ମସିହାରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ ।
 
ନଗେନ, ୧୯୩୫ ମସିହାରେ [[କଟକ ଜିଲ୍ଲା]]ର [[ନିଆଳି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ନିଆଳି]] ଅନ୍ତର୍ଗତ ବଗଲାସାହିରେ ଜନ୍ମଗ୍ରହଣ କରିଥିଲେ । ସେ [[କଟକ]]ର ଖ୍ରୀଷ୍ଟ ମହାବିଦ୍ୟାଳୟରେ ପାଠ ପଢିବାପଢ଼ିବା ସମୟରେ [[ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ]]ରେ ଅଭିନୟ କରୁଥିଲେ । ଘନଶ୍ୟାମ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ [[କନକଲତା]] ଚଳଚ୍ଚିତ୍ରରେ ସେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୭୬ରେ ତାଙ୍କ
ନିଜ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ''ଗପ ହେଲେ ବି ସତ'' ମୁକ୍ତିଲାଭ କରିଥିଲା । ୧୯୭୮ର ଚଳଚ୍ଚିତ୍ର [[ପ୍ରିୟତମା]]ର କାହାଣୀ ରଚନା ସହ, ସେ ଏଥିରେ ଅଭିନୟ ମଧ୍ୟ କରିଥିଲେ ।<ref>http://www.dharitri.com/main/news/16737</ref> ୧୯୮୦ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର [[ତପସ୍ୟା (ଓଡ଼ିଆ କଥାଚିତ୍ର)|ତପସ୍ୟାରେ]] ସେ ନିର୍ଦ୍ଦେଶନା ସହିତ କାହାଣୀ ଓ ସଂଳାପ ମଧ୍ୟ ରଚନା କରିଥିଲେ ।<ref>{{cite news|url=http://sambadepaper.com/Details.aspx?id=413684&boxid=2842195|accessdate=5 January 2018|newspaper=ସମ୍ବାଦ ୦୫/୦୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫}}</ref>
 
"https://or.wikipedia.org/wiki/ନଗେନ_ରାୟ"ରୁ ଅଣାଯାଇଅଛି