"ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଗୁଡିକ -> ଗୁଡ଼ିକ (ସଠିକ ବନାନ) (via JWB)
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
୩ କ ଧାଡ଼ି:
 
== ପ୍ରତିଷ୍ଠାତା ଓ ପୁରସ୍କାର ==
[[ନୋବେଲ ପୁରସ୍କାର]]ର ପ୍ରତିଷ୍ଠାତା ହେଉଛନ୍ତି ସୁଇଡିଶ ବୈଜ୍ଞାନିକ ଡ.[[ଆଲଫ୍ରେଡ ନୋବେଲ]] । ୧୯୦୧ ଠାରୁ୧୯୦୧ଠାରୁ ଆଲଫ୍ରେଡଙ୍କଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେସନ ତରଫରୁ ପ୍ରତିବର୍ଷ [[ସ୍ୱିଡେନ]]ର ରାଜଧାନୀ [[ଷ୍ଟକହୋମ]]ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଉକ୍ତ ପୁରସ୍କାର ବାବଦରେ ଏକ ସୁନା ମେଡାଲ୍, ଅର୍ଥ ଓ ଏକ ମାନପତ୍ର ପ୍ରଦାନ କରାଯାଇଥାଏ ।<ref>http://www.nobelprize.org/nobel_prizes/about/</ref> ପ୍ରତିବର୍ଷ ଆଲଫ୍ରେଡ ନୋବେଲଙ୍କ ବାର୍ଷିକ ଶ୍ରାଦ୍ଧ ଦିବସରେ ଅର୍ଥାତ ଡିସେମ୍ବର ମାସ ୧୦ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ସାଧାରଣତଃ ନୋବେଲ ଫାଉଣ୍ଡେସନ ତରଫରୁ ଚୟନ କରାଯାଇଥିବା କମିଟି ସମସ୍ତ ବିଷୟ ଅନୁଧ୍ୟାନ ପୂର୍ବକ ଏହି ପୁରସ୍କାର ନିଜେତାଙ୍କ ନାମ ବର୍ଷର ଅକ୍ଟୋବର ମାସରେ ଘୋଷଣା କରିଥାନ୍ତି । ଏହାପରେ [[ଷ୍ଟକହୋମ]]ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୧୦ ଅକ୍ଟୋବର ଦିନ ପୁରସ୍କାର ବିଜେତାଙ୍କୁ ଏକ ପଦକ, ଏକ ମାନପତ୍ର ସହ ପୁରସ୍କାର ରାଶି ପ୍ରଦନ କରିଥାନ୍ତି । କମିଟିର ନିୟମ ଅନୁସାରେ ପ୍ରତିବର୍ଷ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଦୁଇଟି ପୃଥକ ପୃଥକ ଭୌତିକ ବିଜ୍ଞାନ କ୍ଷେତ୍ରରେ ଅତିବେଶୀରେ ତିନିଜଣ ପଦର୍ଥ ବିଜ୍ଞାନୀଙ୍କୁ ଏହି ପୁରସ୍କାର ଦେବାର ବ୍ୟବସ୍ଥା ରହିଛି ।<ref name="globaljornals">{{cite web |title=On theNobel Prize in Physics, Controversiesand Influences |url=https://globaljournals.org/GJSFR_Volume13/3-On-the-Nobel-Prize-in-Physics-Controversies.pdf |website=www.globaljournals.org |accessdate=9 November 2019}}</ref> କେବଳ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ବିଜେତାଙ୍କ ନାମ ଚୟନ ପ୍ରକ୍ରୀୟା ଅତ୍ୟନ୍ତ ଜଟିଳ ଓ ସମୟ ସାପେକ୍ଷ । ଏଭଳି ସ୍ଥଳେ ନୋବେଲ ପଦାର୍ଥ ବିଜ୍ଞାନରେ ପୁରସ୍କାରର ସ୍ୱାତନ୍ତ୍ର‍୍ୟ ସର୍ବମାନ୍ୟ ହେବା ସ୍ୱାଭବିକ ।
 
ତେବେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରଥମ ନୋବେଲ୍ ପୁରସ୍କାର ଜର୍ମାନୀର ୱ୍ୱିଲହେମ ରଂଗଟେନଙ୍କୁ ଏକ ଅସାଧାରଣ ରଶ୍ମୀର ଆବିଷ୍କାରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏହି ରଶ୍ମୀକୁ ତାଙ୍କରି ସମ୍ମାନାର୍ଥେ "[[ରଂଗଟେନ ରଶ୍ମୀ]]" ଭାବେ ନାମିତ କରାଯାଇଥିଲା ।