"ରକ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
୨୭ କ ଧାଡ଼ି:
 
== ଶ୍ୱେତ ରକ୍ତ କଣିକା ==
ଶ୍ୱେତ ରକ୍ତ କଣିକାକୁ ଲିଉକୋସାଇଟ ( Leuccocyte) କୁହାଯାଏ । ଏଗୁଡ଼ିକ ଆୟତନରେ ଲୋହିତ ରକ୍ତ କଣିକା ଅପେକ୍ଷା ବଡ଼। ଏମାନଙ୍କର ନ୍ୟଷ୍ଟି ଥାଏ। ରକ୍ତରେ ଏମାନଙ୍କର ସଂଖ୍ୟାସବୁ କଣିକାମାନଙ୍କ ଠାରୁକଣିକାମାନଙ୍କଠାରୁ କମ । ପ୍ରତି ଘନ ମିଲିମିଟର ରକ୍ତରେ ମାତ୍ର ୭୦୦୦ରୁ ୧୦,୦୦୦ ଶ୍ୱେତ ରକ୍ତ କଣିକାଥାଏ । ଶ୍ୱେତ ରକ୍ତ କଣିକାକୁ ମୁଖ୍ୟତଃ ୨ ଭାଗରେ ବିଭକ୍ତ କରାଯାଇଛି;-
# କଣିକାଯୁକ୍ତ ବା ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ୱେତ ରକ୍ତ କଣିକା (polymorpho nuclear leucocyte)
# କଣିକାବିହୀନ ଏକ ନ୍ୟଷ୍ଟିବିଶିଷ୍ଟ ଶ୍ୱେତ ରକ୍ତ କଣିକା
"https://or.wikipedia.org/wiki/ରକ୍ତ"ରୁ ଅଣାଯାଇଅଛି