"ଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ "ଠାରୁ" ଶବ୍ଦ ସହ ଲାଗିରହେ (via JWB)
୨୦ କ ଧାଡ଼ି:
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: [[ଯାଜପୁର|ଯାଜପୁର (ପୌ)]], ଯାଜପୁର ବ୍ଳକର କିଛି ଅଂଶ ଓ ଦଶରଥପୁର ବ୍ଳକର କିଛି ଅଂଶ ।<ref>[http://eci.nic.in/delim/Final_Publications/Orissa/orissa.pdf Assembly Constituencies and their Extent]</ref><ref>[http://eci.nic.in/delim/paper1to7/Orissa.xls Seats of Odisha]</ref>
 
ଗତ ୨୦୧୪ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦଙ୍କ ଠାରୁନନ୍ଦଙ୍କଠାରୁ ୮୪୬୧୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।<ref name=":0">https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref>
 
ଗତ ୨୦୦୯ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ଦେବବ୍ରତ କଣ୍ଠଙ୍କଠାରୁ ୩୦,୨୪୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।<ref>{{cite web |url= http://leadtech.in/infoelection/index.php/odisha/431-odisha-election-result-2009-votemargin.html |title=Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List |work=leadtech.in |quote=8971 |accessdate=21 April 2013}}</ref>