"ଗତିକୃଷ୍ଣ ମିଶ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ବ/ୱ ଫଳା ବଦଳ |
ଟିକେ ବନାନ ସଂଶୋଧନ (via JWB) |
||
୪୮ କ ଧାଡ଼ି:
== ବୃତ୍ତିଗତ ଜୀବନ ==
[[ଢେଙ୍କାନାଳ ଜିଲ୍ଲା]]ର ଗଇଲୋ ଗ୍ରାମରେ ଜନ୍ମିତ ଶ୍ରୀ ମିଶ୍ରଙ୍କ ପ୍ରାଥମିକ ଶିକ୍ଷା ନିଜ ଗାଁ ବିଦ୍ୟାଳୟରେ ସମ୍ପନ୍ନ ହୋଇଥିଲା । ପାଟନା ବିଶ୍ୱବିଦ୍ୟାବିଦ୍ୟାଳୟରେ ୧୯୩୭ରେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରି ପାଟନାରେ ହିଁ ଆଇନ ଶିକ୍ଷା ସମାପ୍ତ କଲେ ଓ ତାପରେ ସେ ଓଡ଼ିଶା ଫେରିଥିଲେ । ୧୯୪୦ରେ କଟକରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ୧୯୪୩ରେ ସେ ମୁନ୍ସଫ୍ ଭାବେ ସରକାରୀ ଚାକିରିରେ ଯୋଗ ଦେଲେ । ପରେ ସବ୍ ଜଜ୍ ପାହ୍ୟାକୁ ଉନ୍ନିତ ହୋଇ ବିଭିନ୍ନ ସ୍ଥାନରେ ଏହି
ମୁଖ୍ୟ ବିଚାରପତି ପଦବୀରେ ଥିବା ବେଳେ ସେ ୧ ଜୁଲାଇ ୧୯୭୨ ଠାରୁ ୮ ନଭେମ୍ବର ୧୯୭୨ ଓ ୨୧ ଅଗଷ୍ଟ ୧୯୭୪ ଠାରୁ ୨୫ ଅକ୍ଟୋବର ୧୯୭୪ ପର୍ଯ୍ୟନ୍ତ ଦୁଇଥର [[ଓଡ଼ିଶାର ରାଜ୍ୟପାଳ ମାନଙ୍କର ତାଲିକା|ଓଡ଼ିଶାର ରାଜ୍ୟପାଳ]] (କାର୍ଯ୍ୟକାରୀ) ଦାୟିତ୍ୱ ନିର୍ବାହ କରିଥିଲେ ।<ref>{{cite web|title=Governors List- Odisha|url=http://odishainfo.in/governors-list-odisha/|publisher=Odisha Info|accessdate=6 July 2015}}</ref><ref>{{cite web|last=Dash|first=Vivekananda|title=Odisha headed by a non-warranted non-notified Governor ! |url=http://hotnhitnews.com/Odisha-headed-by-a-non-warranted-non-notified-Governor-Muralidhar-Chandrakant-Bhandare-HotnHitNews-201021102012.htm|publisher=HotnHitNews|accessdate=6 July 2015}}</ref>
|