"ବ୍ରହ୍ମପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ ପୁରାତନ ରଚନାରେ ନିହାତି ଆବଶ୍ୟକ, ଆଧୁନିକ ଲେଖାରେ ଅନାବଶ୍ୟକ (via JWB)
୬୯ କ ଧାଡ଼ି:
ରାଜ୍ୟର ସର୍ବପୁରାତନ ପୌର ପରିଷଦ ବ୍ରହ୍ମପୁର,<ref>{{cite web|url=http://www.odishatoday.com/orissa/First_Municipality_of_state_becomes_third_Municipal_Corporation_311208-51274581237.html|title=Berhampur: First Municipality of state becomes third Municipal Corporation|publisher=|accessdate=31 August 2016}}</ref> ୧୮୬୭ରେ ପ୍ରତିଷ୍ଠା ହେଇଥିଲା ।<ref name="Francis2002">{{cite book|author=W. Francis|title=Gazetteer of South India|url=http://books.google.com/books?id=_RG2x2xDQ5UC&pg=PA220|year=2002|publisher=Mittal Publications|pages=220–|id=GGKEY:4Y158YFPNGZ}}</ref> ୧୪୨ ବର୍ଷ ପରେ ୨୦୦୯ ପ୍ରାରମ୍ଭରେ ଏହା ଓଡ଼ିଶାର ତୃତୀୟ ମହାନଗର ନିଗମର ମାନ୍ୟତା ପାଇଥିଲା ।<ref>{{cite web|url=http://www.thehindu.com/todays-paper/tp-national/tp-otherstates/berhampur-becomes-a-corporation/article1405160.ece|title=Berhampur becomes a corporation|work=The Hindu|accessdate=31 August 2016}}</ref>
== ଜନସଂଖ୍ୟା ଓ ସାକ୍ଷରତା ==
୨୦୧୧ ମସିହାର [[ଭାରତୀୟ ଜନଗଣନା]] ଅନୁସାରେ, {{PAGENAME}} ସହରର ମୋଟ ଜନସଂଖ୍ୟା ୩,୫୫,୮୨୩ ଅଟେ ।<ref name=sens>{{cite web|title=way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ|url=http://web.archive.org/web/20040616075334/http://www.censusindia.net/results/town.php?stad=A&state5=999|accessdate=24 September 2015}}</ref> ସେଥି ମଧ୍ୟରୁ ୧,୮୫,୫୮୪ (୫୨.୧୫ %) ଜଣ ପୁରୁଷ ହୋଇଥିବା ବେଳେ ୧,୭୦,୨୩୯ (୪୭.୮୫%) ଜଣ ନାରୀ ଅଟନ୍ତି । {{PAGENAME}}ର ସାକ୍ଷରତା ହାର ୯୦.୦୪% ଅଟେ । ଏହା ଜାତୀୟ ହାର ୭୪.୦୪% ଠାରୁ ଅଧିକ ଅଟେ । ପୁରୁଷ ସାକ୍ଷରତା ହାର ୯୩.୮୩% ଥିବା ବେଳେ ନାରୀ ସାକ୍ଷରତା ହାର ୮୫.୯୨% ରହିଛିି । ୮.୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।<ref name=sens/>
 
== କଳା ଓ ଚଳଣି ==