"ଅଜିତ ଅଗରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର ସମୂହ -> ଆଧାର (ଶୈଳୀ ସମାନତା) (via JWB)
ଟିକେ ଜେନ -> ଜଣେ (ସଠିକ ବନାନ) (via JWB)
୯୭ କ ଧାଡ଼ି:
| year = 2012
}}
'''ଅଜିତ ବାଳଚନ୍ଦ୍ର ଅଗରକର'''   ( ଜନ୍ମ 4 ଡିସେମ୍ବର , 1977 ) ଜେନଜଣେ ପ୍ରାକ୍ତନ ଭାରତୀୟ କ୍ରିକେଟ ଖେଳାଳୀ । ସେ ଭାରତ ପାଇଁ ଅନ୍ତର୍ଜାତିକ କ୍ରିକେଟ ଖେଳି 200ରୁ ଅଧିକ ୱିକେଟ ନେବାସହ ବ୍ୟାଟିଂରେ ମଧ୍ୟ ଉପଯୋଗୀ ଅବଦାନ ଦେଇଛନ୍ତି । ଆଇପିଏଲରେ [[ଦିଲ୍ଲୀ]] ଓ [[କଲିକତା]] ପାଇଁ ଖେଳିବା ସହ ରଣଜୀ ଟ୍ରଫିରେ [[ମୁମ୍ବାଇ]]ର ଅଧିନାୟକ ମଧ୍ୟରହିଥିଲେ । ଅଧିନାୟକ ଭାବେ ସେ ମୁମ୍ବାଇ ପାଇଁ ୪୦ ତମ ରଣଜୀ ଟ୍ରଫି ବିଜୟ ଦେଇଥିଲେ । ସେ ୧୯୯୮ରେ ଉଭୟ ଟେଷ୍ଟ ଓ  ଏକଦିବସୀୟ  ଅନ୍ତର୍ରାଷ୍ଟ୍ରୀୟରେ ଭରତ ପାଇଁ ପଦାର୍ପଣ ମ୍ୟାଚ ଖେଳିଥିଲେ । ଟି୨୦ରେ ସେ ୨୦୦୬ରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ । ଏକଦିବସୀୟରେ ସେ ଭାରତର ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ । ସେ ୧୯୯୯ ୦ ୨୦୦୭ ବିଶ୍ୱକପରେ ଭାରତ ପାଇଁ ଖେଳିଥିଲେ । 
 
== ବ୍ୟକ୍ତିଗତ ଜୀବନ ==