"ଭାଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଭାଙ୍ଗ କବିରାଜଙ୍କ ନାମ ଜୋଡିଲି
ଟ୍ୟାଗସବୁ: Reverted ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ 2409:4062:208D:7ABD:0:0:208D:18A5 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Ssgapu22ଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
୧ କ ଧାଡ଼ି:
{{ଛୋଟ|Bhang}}
[[File:Process of making bhang in Punjab, India.jpg|thumb|right|ଭାଙ୍ଗ ପାନୀୟ ତିଆରି ପଦ୍ଧତି]]
[[File:bhangshop.jpg|thumb|right|[[ଜୟସାଲମର]], [[ରାଜସ୍ଥାନ]]ରେ ଥିବା ଏକ ଭାଙ୍ଗ ଦୋକାନ]]
[[File:Woman selling Cannabis and Bhang in Guwahati, Assam, India.jpg|thumb|[[ଗୁଆହାଟି]], [[ଆସାମ]], [[ଭାରତ]]ରେ ଜଣେ ମହିଳା କାନାବିସ ଓ ଭାଙ୍ଗ ବିକ୍ରୟ କରୁଛି]]
Line ୫ ⟶ ୬:
'''ଭାଙ୍ଗ''' ([[ହିନ୍ଦୀ]] ଭାଷାରେ: भांग) ଏକ ପ୍ରକାର ନିଶା ଦ୍ରବ୍ୟ ଯାହା ଗଞ୍ଜେଇ ଗଛ ([[କାନାବିସ]]/ [[:en:cannabis (drug)|cannabis]]) ନାମକ ଏକ ଗଛରୁ ସଂଗ୍ରହ କରାଯାଏ ଓ [[ଭାରତୀୟ ଉପମହାଦେଶ]]ରେ ଖାଦ୍ୟ ଓ ପାନୀୟରେ ମିଶେଇ ଏକ ମନଉତ୍ତେଜକ ଔଷଧ ଭାବରେ ବ୍ୟବ‌ହାର କରାଯାଏ । କାନାବିସର ପତ୍ର ଓ କଢ଼ ନେଇ ଖଲରେ ରଖି ପୁଆ ସାହାଯ୍ୟରେ ବାଟିଦିଆଯାଏ/ପେଷ୍ଟ କରିଦିଆଯାଏ । ଏହି ମିଶ୍ରଣରେ ଦୁଧ, ଘିଅ ଓ ମସଲା ମିଶେଇ ଦେବାପରେ ନିଶା ପାନୀୟ ନିମନ୍ତେ ପ୍ରସ୍ତୁତ ହୋଇଯାଏ ଯାହା ମଦ୍ୟପାନ ଭଳି କାମ କରେ ଓ ଏହାକୁ ଭାଙ୍ଗ କୁହାଯାଏ । ଲସିରେ ମିଶେଇ ଏହାକୁ ଲୋକମାନେ ପିଅନ୍ତି । ଭାଙ୍ଗରେ ଘିଅ ଓ ଚିନି ମଶେଇ ହାଲୁଆ କରନ୍ତି ଓ ଛୋଟ ଛୋଟ ଗୋଲି ଆକାରରେ ତିଆରି କରନ୍ତି ଯାହାକୁ ହିନ୍ଦିରେ ଗୋଲି (କାଣ୍ଡି ବା ପିଲ୍) କ‌ହନ୍ତି । <ref>http://www.originalweedrecipes.com/indian-bhang/</ref>
 
ଭାରତର ଗ୍ରାମୀଣ ଇଲାକାରେ କାନାବିସର ଔଷଧୀୟ ଗୁଣ ଥିବା ବିଚାର କରାଯାଏ । ଉପ‌ଯୁକ୍ତ ମାତ୍ରାରେ ଖାଇଲେ [[ଜ୍ୱର]], [[ନାଳଝାଡ଼ା]], [[ସନସ୍ଟ୍ରୋକ]] ଓ କଫ ଉପଶମ କରେ । ଖାଦ୍ୟରୁଚି ବଢ଼ାଏ ଓ ହଜମ କରାଏ । କ‌ହିବା ତୃଟିରେ ସାହାଯ୍ୟ କରେ ଓ ଦେହକୁ ସତେଜ କରେ କବିରାଜ ଆଶିଷ ଦାସ୍।
 
 
== ଭାରତୀୟ ଉପମହାଦେଶ ==
"https://or.wikipedia.org/wiki/ଭାଙ୍ଗ"ରୁ ଅଣାଯାଇଅଛି