"ଭାରତର ସଂସ୍କୃତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର
ଟିକେ ଉପକ୍ରମ ଉଇକିକରଣ
୩ କ ଧାଡ଼ି:
 
[[File:Cultural regional areas of India.png||thumb|ଭାରତ ''ଉପମହାଦ୍ୱୀପ''ର କ୍ଷେତ୍ରର ସାଂସ୍କୃତିକ ସୀମା , ସ୍ଥିରତା ଏବଂ ଐତିହାସିକ ସ୍ଥାୟୀତ୍ୱକୁ ପ୍ରଦର୍ଶିତ କରୁଥିବା ''ମାନଚିତ୍ର'']]
'''ଭାରତୀୟ ସଂସ୍କୃତି''' ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
'''[[ଭାରତ]]ର [[ସଂସ୍କୃତି]]''', ବହୁ ଉପାଦାନରେ ଗଢ଼ା, ଯେଉଁଥିରେ ଭାରତର ଦୀର୍ଘ ଇତିହାସ , ଅଦ୍ୱିତୀୟ ଭୂଗୋଳ ଏବଂ ସିନ୍ଧୁ-ଘାଟୀର ପ୍ରାଚୀନ ସଭ୍ୟତା ସାମିଲ । ଏହାଛଡ଼ା [[ବୈଦିକ ରୀତି|ବୈଦିକ ଯୁଗ]]ରେ ପ୍ରଭାବ , ଭାରତରେ [[ବୌଦ୍ଧ ଧର୍ମ]] , ସ୍ୱର୍ଣ୍ଣ ଯୁଗର ଆରମ୍ଭ ଏବଂ ତାହାର ଅସ୍ତଗମନ ସହିତ ଆମର ନିଜ ପ୍ରାଚୀନ ସାମ୍ରାଜ୍ୟ ମଧ୍ୟ ସାମିଲ ହୋଇଛି । ଏହା ସହିତ ପଡୋଶୀ ଦେଶର ଚାଲିଚଳନ , ପରମ୍ପରା ଏବଂ ବିଚାରର ମଧ୍ୟ ଏଥିରେ ସମାବେଶ ହୋଇଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ଅଧିକ ସମୟରେ [[ଭାରତ]]ର ରୀତି ନିତି , ଭାଷା , ପ୍ରଥା ଏବଂ ପରମ୍ପରା ପରସ୍ପର ସମ୍ବନ୍ଧରେ ମହାନ ବିବିଧତାର ଏକ ଅଦ୍ୱିତୀୟ ଉଦାହରଣ ଦେଇଥାଏ । ଭାରତ ବହୁ ଧାର୍ମିକ ପ୍ରଣାଳୀ, ଯେପରି ହିନ୍ଦୁ ଧର୍ମ , ଜୈନ ଧର୍ମ , ବୌଦ୍ଧ ଧର୍ମ ଏବଂ ଶିଖ ଧର୍ମ ପରି ଧର୍ମ ମାନଙ୍କର ଜନକ ଅଟେ । ଏହି ମିଶ୍ରଣରେ ଭାରତରେ ଉତ୍ପନ୍ନ ହେଉଥିବା ବିଭିନ୍ନ [[ଧର୍ମ]] ଏବଂ ପରମ୍ପରା ବିଶ୍ୱର ଅଲଗା-ଅଲଗା ଅଂଶକୁ ମଧ୍ୟ ବହୁ ପ୍ରଭାବିତ କରିପାରିଛି ।
 
ଭାରତୀୟ ସଂସ୍କୃତି, ପ୍ରାୟତଃ ଅନେକ ସଂସ୍କୃତିର ମିଶ୍ରଣ ଭାବରେ ନାମିତ । ସିନ୍ଧୁ ସଭ୍ୟତାରୁ ଆରମ୍ଭ ହୋଇ ଏହା ଅନେକ ସହସ୍ରବର୍ଷ ପୁରୁଣା ଏକ ଇତିହାସ ଦ୍ୱାରା ପ୍ରଭାବିତ ହୋଇଛି ।<ref name="John Keay 2011">John Keay (2012), ''India: A History'', 2nd Ed – Revised and Updated, Grove Press / Harper Collins, {{ISBN|978-0-8021-4558-1}}, see Introduction and Chapters 3 through 11</ref><ref name="Mohammada, Malika 2007">Mohammada, Malika (2007), ''The foundations of the composite culture in India'', Aakar Books, {{ISBN|81-89833-18-9}}</ref> ଭାରତୀୟ ସଂସ୍କୃତିର ଅନେକ ଉପାଦାନ ଯଥା ଭାରତୀୟ ଧର୍ମ, ଗଣିତ, ଦର୍ଶନ, ରୋଷେଇ, ଭାଷା, ନୃତ୍ୟ, ସଂଗୀତ ଏବଂ ଚଳଚ୍ଚିତ୍ର ଇଣ୍ଡୋସ୍ଫିୟର, ବିଶାଳ ଭାରତ ଏବଂ ବିଶ୍ୱରେ ଗଭୀର ପ୍ରଭାବ ପକାଇଛି ।
<!--
Heavily Biased paragraph
==ଭାରତୀୟ ସଂସ୍କୃତିର ମହତ୍ତ୍ୱ==
 
ଭାରତୀୟ ସଂସ୍କୃତି ବିଶ୍ୱ ଇତିହାସରେ ବହୁ ଦୃଷ୍ଟିରୁ ବିଶେଷ ମହତ୍ତ୍ୱ ରଖିଥାଏ ।
 
* ଏହା ସଂସାରର '''ପ୍ରାଚୀନତମ''' ସଂସ୍କୃତିରୁ ଅନ୍ୟତମ । ''ମହେଞ୍ଜୋଦାର''ର ଖୋଦେଇ ପରେ [[ମିଶର]], ମେସୋପୋଟାମିୟାର ସବୁଠାରୁ ପୁରୁଣା ସଭ୍ୟତାର ସମକାଳୀନ ବୋଲି ବୁଝାଯାଏ ।
 
* ପ୍ରାଚୀନତା ସହିତ ଏହାର ଦ୍ୱିତୀୟ ବିଶେଷତ୍ୱ '''ଅମରତା''' ଅଟେ । ''ଚୀନୀ ସଂସ୍କୃତି''ର ଅତିରିକ୍ତ ପୁରୁଣା ଦୁନିଆର ଅନ୍ୟ ସମସ୍ତ - ମେସୋପୋଟାମିୟାର ସୁମେରିୟନ , ଆସିରୀୟନ , ବେବିଲୋନୀୟନ ପ୍ରଭୃତି ତଥା ମିଶର ଈରାନ , ୟୁନାନ ଏବଂ ରୋମର ସଂସ୍କୃତି କାଳ କରାଳରେ ନଷ୍ଟ ହୋଇସାରିଛି , କିଛି ଧ୍ୱଂସାବଶେଷ ହିଁ ସେମାନଙ୍କ ଗୌରବ ଗାଥା ଗାଇବା ପାଇଁ ଜୀବିତ ହୋଇଛନ୍ତି ; କିନ୍ତୁ ଭାରତୀୟ ସଂସ୍କୃତି ବହୁ ହଜାର ବର୍ଷ ପର୍ଯ୍ୟନ୍ତ ପରେ ମଧ୍ୟ ଅଜି ପର୍ଯ୍ୟନ୍ତ ଜୀବିତ ହୋଇଅଛି ।
 
* ଏହାର ତୃତୀୟ ବିଶେଷତା '''ଜଗତଗୁରୁ''' ହେବା ଅଟେ । ତା'କୁ ଏହି କଥାର ଶ୍ରେୟ ପ୍ରାପ୍ତ ହୋଇଥାଏ କି ସେ ନାହିଁ କେବଳ ମହାଦ୍ୱୀପ-ସରୀଖେ "ଭାରତବର୍ଷ"କୁ ସଭ୍ୟତାର ପାଠ ପଢ଼ାଇଥିଲା , ଅପିତୁ [[ଭାରତ]] ବାହାରେ ବଡ ବଡ ଦେଶର ଜଙ୍ଗଲୀ ଜାତିଙ୍କୁ ସଭ୍ୟ ବନେଇଥିଲା , ସାଇବେରିୟାର ସିଂହଳ [[ଶ୍ରୀଲଙ୍କା]] ପର୍ଯ୍ୟନ୍ତ ଏବଂ ମୈଡୀଗାସ୍କର ଟାପୁ , ଇରାନ ତଥା ଅଫଗାନିସ୍ତାନରୁ ପ୍ରଶାନ୍ତ ମହାସାଗରର ବୋର୍ନିୟ , ବାଲିର ଦ୍ୱୀପ ପର୍ଯ୍ୟନ୍ତର ବିଶାଳ ଭୂ-ଖଣ୍ଡରେ ନିଜର ବିଶାଳ ପ୍ରଭାବ ଛାଡିଥିଲା ।
 
* ସର୍ବାଙ୍ଗୀନତା , ବିଶାଳତା , ଉଦାରତା ଏବଂ ସହିଷ୍ଣୁତାର ଦୃଷ୍ଟିରେ ଅନ୍ୟ ସଂସ୍କୃତି ଅପେକ୍ଷା ଅଗ୍ରଣୀ ସ୍ଥାନ ରଖିଥାଏ ।
-->
==ଭାଷା==
[[file:South Asian Language Families.png|right|thumb|300px|ବୃହତ [[ଭାରତ]]ର ଭାଷା ପରିବାର]]