"ରାସାୟନିକ ମୌଳିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (3) using AWB
ମୌଳିକମାନେ ମିଶି ବା ପ୍ରତିକ୍ରିୟା କରି ଯୌଗିକ ଗଠନ କରନ୍ତି (ଯଥା: ଜଳ, ଲବଣ, ଅକ୍ସାଇଡ୍‌ ଓ ଜୈବଯୌଗିକ) । ଯୌଗିକମାନଙ୍କର ନିଜସ୍ୱ ଗଠନ ଓ ଗୁଣଧର୍ମ ରହିଥାଏ । ଗଠିତ ମୌଳିକମାନଙ୍କର ଗୁଣଠାରୁ ଯୌଗିକର ଗୁଣ ଅଲଗା ହୋଇପାର
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୨ କ ଧାଡ଼ି:
ରାସାୟନିକ ମୌଳିକମାନଙ୍କୁ [[ପର୍ଯ୍ୟାୟ ସାରଣୀ]]ରେ ସଜାଯାଇଥାଏ । ସାରଣୀରୁ ମୌଳିକମାନଙ୍କର ଗୁଣ ଓ ଅନ୍ୟ ମୌଳିକମାନଙ୍କ ସହ ତୁଳନା ଜଣା ପଡ଼ିଥାଏ ।
 
ଓପି ଇନ୍ ଦ ଚାଟ୍
== ପ୍ରତୀକ ==
{{main|ପ୍ରତୀକ}}
ମୌଳିକମାନଙ୍କୁ ଅନନ୍ୟ ପ୍ରତୀକ ଦିଆଯାଇଥାଏ । ସାରା ବିଶ୍ୱରେ ଏଗୁଡ଼ିକ ବ୍ୟବହାର କରାଯାଇଥାଏ । ଅର୍ଥାତ୍‌, ଯେକୌଣସି ଭାଷାରେ ମଧ୍ୟ କୌଣସି ପ୍ରତୀକର ଅର୍ଥ ସମାନ । କୌଣସି ମୌଳିକର ପ୍ରତୀକ ଇଂରାଜୀ କିମ୍ବା ଲାଟିନ୍‌ ନାମରୁ ଆସିଥାଏ । ଯଥା, ଅଙ୍ଗାରକ ({{lang-en|Carbon}};''କାର୍ବନ୍'')ର ପ୍ରତୀକ ହେଉଛି '<big>C</big>' ଓ ସୋଡ଼ିଅମ୍‌(‌ର ଲାଟିନ୍ ନାମ ''ନାଟ୍ରିଅମ୍'' (natrium) ଓ ଏହାର ପ୍ରତୀକ ହେଉଛି '<big>Na</big>' । ଜର୍ମାନ୍‌ ନାମ ''ୱଲ୍‌ଫ୍ରାମ୍‌'' (wolfram)ରୁ [[ଟଙ୍ଗ୍‌ଷ୍ଟନ|ଟଙ୍ଗଷ୍ଟନ୍]]‌ର ପ୍ରତୀକ ହେଉଛି '<big>W</big>'। କିଛି ପ୍ରତୀକ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ, ଯଥା [[ଆଲବର୍ଟ ଆଇନଷ୍ଟାଇନ]]ଙ୍କ ନାମରେ [[ଆଇନ୍‌ଷ୍ଟାଇନିଅମ|ଆଇନଷ୍ଟାନିଅମ୍]] ।
 
== ଯୌଗିକ ==
{{main|ଯୌଗିକ}}
ଅଆଇଈଉଊଋଏଐଓକଖଗଘଙଚଛଜଝଞଟଠଡଢଣତଥଦଧନପଫବଵଭମଯୟରଳଲୱଶଷସହ
ମୌଳିକମାନେ ମିଶି ବା ପ୍ରତିକ୍ରିୟା କରି ଯୌଗିକ ଗଠନ କରନ୍ତି (ଯଥା: ଜଳ, ଲବଣ, ଅକ୍ସାଇଡ୍‌ ଓ ଜୈବଯୌଗିକ) । ଯୌଗିକମାନଙ୍କର ନିଜସ୍ୱ ଗଠନ ଓ ଗୁଣଧର୍ମ ରହିଥାଏ । ଗଠିତ ମୌଳିକମାନଙ୍କର ଗୁଣଠାରୁ ଯୌଗିକର ଗୁଣ ଅଲଗା ହୋଇପାରେ । ସୋଡ଼ିଅମ୍‌ ଏକ ଦହନଶୀଳ ଧାତୁ ଓ କ୍ଲୋରିନ୍‌ ଏକ ବିଷାକ୍ତ ଗ୍ୟାସ୍‌ । ଉଭୟେ ପ୍ରତିକ୍ରିୟା କରିଲେ ଖାଇବାଯୋଗ୍ୟ ସୋଡ଼ିଅମ୍‌ କ୍ଲୋରାଇଡ଼୍‌ (ଲୁଣ) ତିଆରି ହୁଏ ।
 
== ମିଶ୍ରଣ ==