"ସଂଘମିତ୍ରା ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୦ କ ଧାଡ଼ି:
| death_date = {{death date and age|df=yes|2021|07|01|1953|04|01}}
| death_place = କେୟାର ହସ୍ପିଟାଲ , [[ଭୁବନେଶ୍ୱର]]
| nationality = [[ଭାରତ|ଭାରତୀୟ]]
| other_names =
| occupation = ଅଧ୍ୟାପକ
୧୮ କ ଧାଡ଼ି:
}}
 
'''ସଂଘମିତ୍ରା ମହାନ୍ତି''' (୧ ଅପ୍ରେଲ ୧୯୫୩ – ୨ ଜୁଲାଇ ୨୦୨୧<ref name="sambad2jul2021">{{cite news |title=ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କ ପରଲୋକ |url=https://sambad.in/state/professor-sanghamitra-mohanty-passes-away-683972/ |accessdate=2 July 2021 |publisher=ସମ୍ବାଦ |date=1 July 2021}}</ref>) ଜଣେ କମ୍ପ୍ୟୁଟର ବିଜ୍ଞାନ ଅଧ୍ୟାପିକା ଓ ବିଶ୍ୱବିଦ୍ୟାଳୟ କୁଳପତି ଥିଲେ । ପଦାର୍ଥ ବିଜ୍ଞାନରେ ଏମ୍ ଏସ୍ ସି ଏବଂ ପି ଏଚ ଡି ଯୋଗ୍ୟତା ହାସଲ କଲାପରେ, ସେ ଉତ୍କଳ ବିଶ୍ୱବିଦ୍ୟାଳୟର<ref>http://www.orissabigyanacademy.nic.in/president.html</ref> କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ଅଧ୍ୟାପିକା, ପ୍ରଧ୍ୟାପିକା ଏବଂ ପ୍ରାଚାର୍ଯ୍ୟା ଭାବେ ୧୯୮୬ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି । ସେ Artificial[[ଆର୍ଟିଫିସିଆଲ Intelligenceଇଣ୍ଟେଲିଜେନ୍ସ]], Speech Processing, Image Processing, Natural[[ନ୍ୟାଚୁରାଲ Languageଲାଙ୍ଗୁଏଜ Processingପ୍ରୋସେସିଂ]], Fractal Geometry, Weather Prediction ଏବଂ High Energy Physics ରେ ଗବେଷଣା କରିଛନ୍ତି । ସେ ଭାରତୀୟ ଭାଷା ବିଜ୍ଞାନରେ ଗବେଷଣା କରି ୧୩ଟି ପେଟେଣ୍ଟ ଲାଭ କରିଛନ୍ତି । <ref>https://scholar.google.co.in/citations?user=ZEnUAOdpcN8C&hl=en</ref>ତାଙ୍କର ୧୬୭ଟିରୁ୧୩୨ଟିରୁ ଅଧିକ ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶିତ ହୋଇଛି ।<ref>{{cite web |title=VCs ready with plans - Sanghamitra Mohanty & Kumarbar Das talk about their new role |url=https://www.telegraphindia.com/odisha/vcs-ready-with-plans-sanghamitra-mohanty-kumarbar-das-talk-about-their-new-role/cid/408074 |publisher=The Telegraph |accessdate=2 July 2021}}</ref>
ତାଙ୍କ ତତ୍ୱାବଧାନରେ ୭୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଏମ୍ ଇ, ଏମ୍ ଟେକ୍ ଏବଂ ପି ଏଚ୍ ଡି ପାଠ୍ୟକ୍ରମ ଶେଷ କରିଛନ୍ତି । ଦେଶ ଓ ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ସେ ଶିକ୍ଷା ଓ ଗବେଷଣା ସମ୍ବଦ୍ଧୀୟ କାର୍ଯ୍ୟରେ ନିମନ୍ତ୍ରଣ କ୍ରମେ ଯୋଗଦେଇଛନ୍ତି । ସେ ଯାନ୍ତ୍ରିକ ଓ କାରିଗରୀରେ ତାଙ୍କର ଗବେଷଣା ଓ ଅବଦାନ ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ, ଓଡ଼ିଶା ସରକାରଙ୍କଦ୍ୱାରା ୨୦୧୨ ମସିହା ପାଇଁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେ ଉଇମେନ୍ ଇଞ୍ଜିନିୟରିଂ ସୋସାଇଟି, ଇଉନାଇଟେଡ କିଙ୍ଗଡମର ଫେଲୋ (FWES) ଥିଲେ । ପ୍ରାଚାର୍ଯ୍ୟା ମହାନ୍ତି ୨୦୧୧ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ ସମ୍ପାଦନା କରିଛନ୍ତି । ୨୦୧୬ ଜାନୁଆରୀ ଠାରୁ ସେ ଓଡ଼ିଶା ବିଜ୍ଞାନ ଏକାଡେମୀର ସଭାପତି ହୋଇଅଛନ୍ତି ।
 
୨୦୨୧ ମସିହାରେ [[କରୋନାଭୂତାଣୁ|କରୋନା]]ରେ ଆକ୍ରାନ୍ତ ହୋଇ ତାଙ୍କର ଦେହାନ୍ତ ହୋଇଥିଲା ।<ref name="sambad2jul2021"/>
 
== ପ୍ରାରମ୍ଭିକ ଜୀବନ ==
ସେ ୧୯୫୩ ମସିହା ଏପ୍ରିଲ ୧ ତାରିଖରେ [[ଓଡ଼ିଶା]]ରଓଡ଼ିଶାର [[କଟକ]] ସହରରେ ଜନ୍ମ ଗ୍ରହଣ କରିଥିଲେ ।<ref>{{cite web |title=ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କ ପରଲୋକ |url=http://dharitriepaper.in/edition/8306/bhubaneswar/page/7 |publisher=ଧରିତ୍ରୀ |accessdate=2 July 2021 |page=୭ |date=୨ ଜୁଲାଇ ୨୦୨୧}}</ref>
 
== ଆଧାର ==
{{ଆଧାରReflist|30em}}
{{Authority control}}
[[ଶ୍ରେଣୀ:୧୯୫୩ ଜନ୍ମ]]
[[ଶ୍ରେଣୀ:୨୦୨୧ ମୃତ୍ୟୁ]]
[[ଶ୍ରେଣୀ:ଭାରତରେ କୋଭିଡ-୧୯ ମହାମାରୀ ଯୋଗୁ ମୃତ୍ୟୁ‎]]