"ହରିହର ବାହିନୀପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୪୨ କ ଧାଡ଼ି:
}}
 
'''ହରିହର ବାହିନୀପତି''' (୧୦ ସେପ୍ଟେମ୍ବର ୧୯୨୭ - ୨୫ ଅଗଷ୍ଟ ୨୦୦୫) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଏବଂ ଲେଖକ ଥିଲେ । ସେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ [[ପୁରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]ରୁ ଯଥାକ୍ରମେ [[୨ୟ ଓଡ଼ିଶା ବିଧାନ ସଭା|୨ୟ]] ଓ [[୪ର୍ଥ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ସେ ନରକର କଇଁ, କରାରା ମଣିଷ ଭଳି ଉପନ୍ୟାସ ରଚନା କରିଥିଲେ । ତାଙ୍କ ଦ୍ୱାରାତାଙ୍କଦ୍ୱାରା ପ୍ରତିଷ୍ଠିତ ସାହିତ୍ୟ ପତ୍ରିକା ନିର୍ମାଲ୍ୟ ପୁରୀରୁ ପ୍ରତିବର୍ଷ ଦୁଇଥର ପ୍ରକାଶ ପାଉଛି ।
 
== ଜନ୍ମ, ପରିବାର ଓ ଶିକ୍ଷା ==