"ପାର୍ବତୀ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Added son`s name
୧୮ କ ଧାଡ଼ି:
 
== ବିବାହ ଓ ପରିବାର ==
ପାର୍ବତୀ ଘୋଷ ବିବାହ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ସ୍ୱର୍ଗତ [[ଗୌର ଘୋଷ]]<nowiki/>ଙ୍କୁ। ପାର୍ବତୀ ଘୋଷ ପ୍ରାୟ ଏକାଧିକ ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି। ଗୌର ଘୋଷଙ୍କୁ ବିବାହ କରିବା ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ସେ ଚପଳା ନାୟକ ଭାବେ ପରିଚିତ ଥିଲେ। ତାଙ୍କର ଏକ ପୁତ୍ର ଶୁଭ୍ର ଘୋଷ ଯିଏକି ଆମେରିକାରେ ଓ ଏକ କନ୍ୟା ସନ୍ତାନ ରାତ୍ରୀ। ରାତ୍ରୀ ମଧ୍ୟ ଜଣେ ଅଭିନେତ୍ରୀ। ପାର୍ବତୀ ଘୋଷ ହେଉଛନ୍ତି ଆଠ ଭାଇ ଓ ଭଉଣୀ। ତାଙ୍କର ବଡ଼ ଭାଇ ଶାରଦା ପ୍ରସନ୍ନ ନାୟକ ହେଉଛନ୍ତି ନିର୍ଦ୍ଦେଶକ ତଥା ଗୀତିକାର ଏବଂ ସାନ ଭାଇ ସ୍ୱରୂପ ନାୟକ ଜଣେ ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର।<ref>ଦ ସନ୍‌ ଡେ ଇଣ୍ଡିଆନ୍</ref>
 
==ଚଳଚ୍ଚିତ୍ର ଜୀବନ<ref>ଦ ସନ୍‌ଡେ ଇଣ୍ଡିଆନ୍</ref>==