"ଛେନା ଗଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୫ କ ଧାଡ଼ି:
}}
 
'''ଛେନାଗଜା''' ଛେନା ଓ ଚିନି, ସୁଜି (ସେମୋଲିନା)ରୁ ତିଆରି ଏକ [[ଓଡ଼ିଆ ଖାଦ୍ୟ|ଓଡ଼ିଆ]] ମିଠା । ଏହା ଛେନା ଓ ଚିନି, ସୁଜିକୁ ମିଶାଇ ଲମ୍ବାଳିଆ ଆକାରର ଗଜା ତିଆରି ତିଆରି କରାଯାଇ ତାହାକୁ ଛଣାହେଲା ପରେ ଚିନିସିରାରେ ରଖାଯାଇ ଖିଆଯାଇଥାଏ । [[ଭୁବନେଶ୍ଵର]] ନିକଟରେ ଥିବା ପାହାଳରେ ଭଲ କିସମର ଛେନାଗଜା ମିଳିଥାଏ ।<ref>{{cite web
| title=The Sweet Bypass On NH5
| url=http://www.uppercrustindia.com/oldsite/12crust/twelve/season8.htm
| work=UpperCrust
}}</ref>
 
==ଉପାଦାନ==
"https://or.wikipedia.org/wiki/ଛେନା_ଗଜା"ରୁ ଅଣାଯାଇଅଛି