"ରବି ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୮ କ ଧାଡ଼ି:
}}
 
'''ରବି ମିଶ୍ର''' (ମୃତ୍ୟୁ: ୨୦ ଜାନୁଆରୀ ୨୦୨୧) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ହାସ୍ୟ ଅଭିନେତା ଥିଲେ, ଯିଏକି [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]], ଦୂରଦର୍ଶନ ଧାରାବାହିକ, ସିଡି ଫିଲ୍ମ ଏବଂ ମଞ୍ଚ ନାଟକରେ ଅଭିନୟ କରୁଥିଲେ <ref name="Rabi Mishra Passed away" />। [[ଡିଡି ଓଡ଼ିଆ]]ରେ ପ୍ରସାରତି କାର୍ଯ୍ୟକ୍ରମ ଗୋପାଳର ରହସ୍ୟରେ ସେ [[ଗୋପାଳ ଭାଣ୍ଡ]] ଭୂମିକାରେ ଅଭିନୟ କରିଥିଲେ, ଯାହାକୁ ତାଙ୍କୁ ଘରେ ଘରେ ପରଚିତ କରାଇଥିଲା ।<ref name="ରବି ମିଶ୍ର"/> ୧୯୭୯ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା [[ରାମାୟଣ (ଓଡ଼ିଆ କଥାଚିତ୍ର)|ରାମାୟଣ]] ।<ref name="ଅତିଥି ରବି ମିଶ୍ର">{{cite news |title=ଆଜି ପ୍ରଣାମ ଓଡ଼ିଶାର ଅତିଥି ହାସ୍ୟଅଭିନେତା ରବି ମିଶ୍ର |url=https://www.youtube.com/watch?v=1HbYnja_mwE?t=132 |accessdate=20 January 2021 |work=ନନ୍ଦିଘୋଷ ଟିଭି |publisher=YouTube |date=17 January 2020}}</ref> [[ଭାଇ ହେଲା ଭଗାରି]], [[ସକଳ ତୀର୍ଥ ତୋ ଚରଣେ]], [[ସୌଭାଗ୍ୟବତୀ]], [[ଧଉଳି ଏକ୍ସପ୍ରେସ୍ (କଥାଚିତ୍ର)|ଧଉଳି ଏକ୍ସପ୍ରେସ୍]] ଭଳି ଅନେକ ସଫଳ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
 
== ଜନ୍ମ ଓ ପ୍ରାରମ୍ଭିକ ଜୀବନ ==
୪୧ କ ଧାଡ଼ି:
|ପ୍ରଥମ ଓଡ଼ିଆ କଥାଚିତ୍ର
|-
|୧୯୯୫
|[[ସକଳ ତୀର୍ଥ ତୋ ଚରଣେ]]
|ପ୍ରତାପ
|ଖଳନାୟକ
|
|}
 
୬୩ କ ଧାଡ଼ି:
|ଡିଡି ଓଡ଼ିଆ
|ଗୋପାଳ ଭାଣ୍ଡ
|-
|ଦେବୀ ଦୁର୍ଗା
|ଡିଡି ଓଡ଼ିଆ
|
|-