"ପରୀ ଅପହରଣ ଓ ହତ୍ୟାକାଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପ୍ରସଙ୍ଗର ଉଇକିକରଣ
ଟିକେNo edit summary
୧ କ ଧାଡ଼ି:
{{Current event}}
 
'''ପରୀ ଅପହରଣ ଓ ହତ୍ୟାକାଣ୍ଡ''' [[ଓଡ଼ିଶା]]ର [[ଯଦୁପୁର]] ଗ୍ରାମରେ ଘଟିଥିବା ଏକ ଅପହରଣ ଓ ହତ୍ୟାକାଣ୍ଡ ଏବଂ [[ଓଡ଼ିଶା ଉଚ୍ଚନ୍ୟାୟାଳୟଉଚ୍ଚ ନ୍ୟାୟାଳୟ]]ରେ ବର୍ତ୍ତମାନ ବିଚାରାଧୀନ ଏକ ଅପରାଧ ତଦନ୍ତ ମାମଲା । [[ନୟାଗଡ଼ ଜିଲ୍ଲା]]ର ପାଞ୍ଚ ବର୍ଷୀୟା ଶିଶୁକନ୍ୟା ଅମୃତା ସ୍ନେହା (ପରୀ ନାମରେ ଜଣା) ୨୦୨୦ ଜୁଲାଇ ୧୪ ତାରିଖ ଦିନ ଅପହରଣ ପରେ ହତ୍ୟା କରଯାଇଥିବାର ଅଭିଯୋଗ ହୋଇଥିଲା । ଚାରିମାସ ବିତିଲା ପରେ ମଧ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ପରୀର ପିତାମାତା [[ଓଡ଼ିଶା ବିଧାନ ସଭା]] ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହା ପରେ ଘଟଣାଟି ଅଧିକ ଲୋକଲୋଚନକୁ ଆସିଥିଲା ଓ ଓଡ଼ିଶା ବ୍ୟାପୀ ବିଭିନ୍ନ ସଂଗଠନ ତରଫରୁ ତୁରନ୍ତ ତଦନ୍ତ ଓ ବିଚାର ପାଇଁ ଦାବୀ ହୋଇଥିଲା ।
 
== ହତ୍ୟାକାଣ୍ଡ ==