"ମାଲକାନଗିରି ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୪୩ କ ଧାଡ଼ି:
 
ମାଲକାନଗିରି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମାଲକାନଗିରି ତା ୦୫/୦୭/୧୨ ରିଖ ଠାରୁ ବିଧିବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରି ଆସୁଛି। ଓଡିଶା ସରକାରଙ୍କ ବିଜ୍ଞାପନ ସଂଖ୍ୟା ୧୩୯୩୫/ବିଦ୍ୟାଲୟ ଗଣଶିକ୍ଷା ବିଭାଗ ତା ୩୦/୫/୧୨ ଅତିରିକ୍ତ ଶାସନ ସଚିବ ବିଦ୍ୟାଲୟ ଗଣଶିକ୍ଷା ବିଭାଗଙ୍କ ଅନୁଯାୟୀ ପୂର୍ବ ଜୟପୁର ଶିକ୍ଷାମଣ୍ଡଳ ଜୟପୁର ଠାରୁ ବିଭାଜନ ହୋଇ ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ,କ୍ରିଡା,ସାମାଜିକ ସେବା ଆଦର୍ଶ ନାଗରିତ୍ୱ ଇତ୍ୟାଦି ସହ ଶିକ୍ଷଣ କାର୍ଯ୍ୟ କ୍ରମ ଗୁଡିକର ଦକ୍ଷତା ଅଭିବୃତି ନିମନ୍ତେ ରାଜ୍ୟର ପ୍ରତି ରାଜ୍ୱସ୍ୱ ଜିଲ୍ଲାରେ ବିଦ୍ୟାଲୟ ଗଣଶିକ୍ଷା ବିଭାଗ ଏବଂ ମାଧ୍ୟମିକ ଶିକ୍ଷାପରିଷଦ ଓଡିଶାଙ୍କ ନିୟମ ଅନୁଯାୟୀ କାର୍ଯ୍ୟକାରି ହୋଇଆସୁଛି ।
 
ସର୍ବ ଶିକ୍ଷା ଅଭିଯାନ
ଉଦେଶ୍ୟ:
୬-୧୪ ବୟସର ପ୍ରତେକ ଶିଶୁର ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ ନିକଟବର୍ତୀ ବିଦ୍ୟାଳୟରେ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ପାଇବା ଅଧିକାର ରହିବ ।
 
କ୍ରିୟାକଳାପ:
ଆବାସିକ ବିଦ୍ୟାଳୟ
ପରିବହନ ସୁବିଧା
ସ୍ଵତନ୍ତ୍ର ତାଲିମ
ମାଗଣା ପୁସ୍ତକ
ପୋଷାକ ବଣ୍ଟନ
ଶିକ୍ଷକଙ୍କ ଦରମା
ଶିକ୍ଷକଙ୍କ ତାଲିମ
ଗୋଷ୍ଠି ସାଧନ କେନ୍ଦ୍ର
ଆଞ୍ଚଳିକ ସାଧନ କେନ୍ଦ୍ର
କପୁଂଟର ଶିକ୍ଷା
ଶିକ୍ଷକଙ୍କ ଅନୁଦାନ
ବିଦ୍ୟାଳୟ ଅନୁଦାନ
ବିଦ୍ୟାଳୟର ମରାମତି
ଦିବ୍ୟାଙ୍ଗ ପିଲାଙ୍କ
ବାଳିକା ଶିକ୍ଷା
ଜନଜାତି ଶିକ୍ଷା
ସହରାଞ୍ଚଳର ଅବହେଳିତ ଶିଶୁଙ୍କ
ବିଦ୍ୟାଳୟ ପରିଚାଳନI କମିଟି ସଦସ୍ୟଙ୍କ ପ୍ରଶିକ୍ଷଣ
ନିର୍ମାଣ କାର୍ଯ୍ୟ
ପ୍ରକଳ୍ପ ପରିଚାଳନା
ଶିକ୍ଷା ବୃଦ୍ଧି
ସଚେତନତା କାର୍ଯ୍ୟକ୍ରମ
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ
ସ୍କୁଲ ସଂଖ୍ୟା:
ପ୍ରାଥମିକ ବିଦ୍ୟାଳୟ-୮୭୬ ଗୋଟି
ଉଚ୍ଚ ପ୍ରାଥମିକ ବିଦ୍ୟାଳୟ-୪୨୧ ଗୋଟି
ଉଚ୍ଚ ବିଦ୍ୟାଳୟ- ୧୫୫ ଗୋଟି
 
ଯୋଜନା :
ଶିକ୍ଷା ଅଧିକାର –ସର୍ବ ଶିକ୍ଷା ଅଭିଯାନ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ
 
ଅଧିନିୟମ:
ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ଶିଶୁମାନଙ୍କ ଅଧିକାର ଅଧିନିୟମ,୨୦୦୯
ଏବଂ
ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ,୨୦୧୦
 
ବାଳିକା ଶିକ୍ଷା:
ଶିକ୍ଷାରୁ ବଞ୍ଚିତ ଏବଂ ଅବହେଳିତ ଗୋଷ୍ଠୀର ବାଳିକା ମାନଙ୍କ ଶିକ୍ଷା ନିମନ୍ତେ ୦୭ ଗୋଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଖୋଲା ଯାଇଅଛି I
 
ବ୍ଲକୱାରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ସୂଚୀ
ମାଲକାନଗିରି
ଶିନ୍ଧ୍ରୀମାଳ
ଖଇରପୁଟ
କୁମାରପୁଟ
କୁଡୁମୁଳୁଗୁମ୍ମା
ସୋମନାଥପୁର
କୋରୁକୋଣ୍ଡା
ଚାଲାଣଗୁଡା
କାଲିମେଳା
କାଙ୍ଗୁରୁକୋଣ୍ଡା
ପଡିଆ
ବାପନପଲ୍ଲୀ
ମାଥିଲି
ନାୟକଗୁଡ଼ା
ବହୁଭାଷୀ ଶିକ୍ଷା:
ମାଲକାନଗିରି ଜିଲ୍ଲାରେ ୧୧୩ ଗୋଟି ବିଦ୍ୟାଳୟରେ ବହୁଭାଷୀ ଶିକ୍ଷାର ବ୍ୟବସ୍ଥI କରାଯାଉଛି –(ବଣ୍ଡା ଭାଷାରେ ୨୦ ଟି, କୋୟI ଭାଷାରେ ୮୦ ଟି ଓ ଦୀଦାୟୀ ଭାଷାରେ ୧୩ ଟି )
 
ବ୍ଲକ ଶିକ୍ଷା ଅଧିକାରୀ:
ମାଲକାନଗିରି ଜିଲ୍ଲାରେ ୭ ଟି ବ୍ଲକ ଶିକ୍ଷା ଅଧିକାରୀ, ୭ ଟି ଅତିରିକ୍ତ ଗୋଷ୍ଠୀ ବ୍ଲକ ଶିକ୍ଷା ଅଧିକାରୀ ଏବଂ ୧୧୦ ଟି ଆଞ୍ଚଳିକ ସାଧନ ସାମନ୍ଵୟକIରୀ କାର୍ଯ୍ୟରତ ଅଛନ୍ତି(ସଂଯୁକ୍ତ ଫର୍ଦ ସଂଖ୍ୟା-୧)
 
ସର୍ବ ଶିକ୍ଷା ଅଭିଯାନ କାର୍ଯ୍ୟIଳୟର କର୍ମଚାରୀ ସଂପର୍କର ସବିଶେଷ ତଥ୍ୟ:
ସର୍ବ ଶିକ୍ଷା ଅଭିଯାନ କାର୍ଯ୍ୟIଳୟରେ ୨୭ ଜଣ କର୍ମଚାରୀ କାର୍ଯ୍ୟIରତ ଅଛନ୍ତି (ସଂଯୁକ୍ତ ଫର୍ଦ ସଂଖ୍ୟା-୨)
 
ସର୍ବୋଚ୍ଚ ଅଧିକାରୀ:
ଜିଲ୍ଲା ପ୍ରକଳ୍ପ ସଂଯୋଜକ
ଶ୍ରୀ ମାନସ କୁମାର ଜେନା,(ଓ.ଇ.ଏସ.-୧)
କାର୍ଯ୍ୟIଳୟ ଦୁରାଭାସ ସଂଖ୍ୟା-୦୬୮୬୧ -୨୩୦୪୮୧
ମୋବାଇଲ ନୋ-୯୪୩୯୫୫୪୪୧୬
 
ଜନତା ବାର୍ତା ଉଚ୍ଚ ଅଧିକାରୀ:
ଶ୍ରୀ ମାନସ ରଞ୍ଜନ ଦାସ,ଲୋକ ସୂଚନା ଅଧିକାରୀ
ମୋବାଇଲ ନୋ-୯୪୩୮୮୦୬୦୮୦
 
ଠିକଣା:
ଜିଲ୍ଲା ପ୍ରକଳ୍ପ କାର୍ଯ୍ୟIଳୟ,ସର୍ବ ଶିକ୍ଷ୍I ଅଭିୟାନ,ମାଲକାନଗିରି ,
ସ୍ଥାନ-ଡ଼ି.ଏନ. କେ.,ମାଲକାନଗିରି
ଦୁରାଭାସ ସଂଖ୍ୟା-୦୬୮୬୧-୨୩୦୪୮୧
 
== ପର୍ଯ୍ୟଟନ ସ୍ଥଳ ==