"ମାଲକାନଗିରି ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୯୦ କ ଧାଡ଼ି:
* ଉତ୍ତରରେ : [[କୋରାପୁଟ ଜିଲ୍ଲା]]
* ଦକ୍ଷିଣରେ: [[ଆନ୍ଧ୍ର ପ୍ରଦେଶ]] ରାଜ୍ୟ ଅଛି୤
 
ସାଧାରଣତଃ ବର୍ଷାଋତୁ ଏବଂ ବର୍ଷାଋତୁ ପର ମାସଗୁଡିକର ଆପେକ୍ଷିକ ଆର୍ଦ୍ରତା ଉଚ୍ଚ ଅଟେ । ବର୍ଷାଋତୁ ସମୟରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଅଗମ୍ୟ । ସନ୍ତସନ୍ତିଆ ଓ ଅତ୍ୟାଧିକ ବନ୍ୟା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୁଏ । ଏହି ଜିଲ୍ଲାଟି ମ୍ୟାଲେରିଆ ପ୍ରବଣ ପରିଧିରେ ଆଦୃତ ।
 
କ୍ଷେତ୍ରଫଳ: ୫,୭୯୧ ବର୍ଗ କି.ମି.
ଜନସଂଖ୍ୟା: ୬,୧୩,୧୯୨
ବ୍ଲକ: ୦୭
ପୌର ନିଗମ : ୨
 
 
 
<!--=== ମୁଖ୍ୟ ନଦୀ ଓ ଶାଖାନଦୀ ===-->
Line ୧୦୩ ⟶ ୧୧୨:
=== ବଣ୍ଡା ଅଧିବାସୀ ===
<!--ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକରେ ବଣ୍ଡା ସମ୍ପ୍ରଦାୟର ଅଧିବାସୀ ବାସ କରନ୍ତି ୤-->ଖଇରପୁଟ ବ୍ଳକ ଅନ୍ତର୍ଗତ ୨ଟି ପଞ୍ଚାୟତର ୩୨ଟି ଗାଁରେ ପ୍ରାୟ ୫ହଜାର ବଣ୍ଡା ଜନଜାତିର ଲୋକ ବାସ କରୁଛନ୍ତି ୤
ବଣ୍ଡା ସମ୍ପ୍ରଦାୟ ପୃଥିବୀର ଆଦିମ ଅଧିବାସୀମାନଙ୍କ ମଧ୍ୟରୁ ଅନ୍ୟତମ ୤ କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟା ଯୁଗରେ ଦେବୀ ସୀତା ଘାଟି ମୁଦୁଲିପଡ଼ାରେ ଥିବା ଏକ ଝରଣାରେ ସ୍ନାନ କଲାବେଳେ ବଣ୍ଡା ରମଣୀମାନେ ଦେଖି ହସି ଦେଇଥିଲେ ୤ ସୀତା ଏଥିରେ ଅପମାନିତ ଓ କ୍ରୋଧିତ ହୋଇ ଅଭିଶାପ ଦେଇଥିଲେ ଯେ, ତୁମେମାନେ ଜୀବନସାରା ଉଲଗ୍ନ ହୋଇ ରହିବ ଓ ତୁମ ମୁଣ୍ଡରେ କେଶ ରହିବ ନାହିଁ ୤ ଯୁଗ ଯୁଗ ଧରି ତୁମକୁ ଦେଖି ଲୋକ୍ ହସିବେ ୤ ସେହିଦିନ ଠାରୁ ବଣ୍ଡା ରମଣୀ ଲଣ୍ଡିତ ମସ୍ତକ ହୋଇ ଗଛର ଖଣ୍ଡିଏ ବକଳ, ବେକରେ ମାଳି ସହ ବିଭିନ୍ନ ଜଙ୍ଗଲ ଜାତୀୟ ସାମଗ୍ରୀରେ ସଜ୍ଜିତ ହୋଇଥାନ୍ତି
 
== ପ୍ରଶାସନିକ ବିଭାଗ ==