"ହୋକାଇଦୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୬୫ କ ଧାଡ଼ି:
[[ନିହୋଁ ଶୋକୀ]], ୭୨୦ ଖ୍ରୀଷ୍ଟାବ୍ଦରେ ସମ୍ପୂର୍ଣ୍ଣ ହେଲା ଏବଂ ଏଥିରେ ହିଁ ହୋକାଇଦୋର ପ୍ରଥମ ଉଲ୍ଲେଖ ଲିପିବଦ୍ଧ ହୋଇଛି । ଏହି ପୁସ୍ତକ ଅନୁସାରେ, ୬୫୮ରୁ ୬୬୦ ମଧ୍ଯରେ [[ଆବେନୋ ହିରାଫୁ]]<ref name="Japan Handbook p760">''Japan Handbook'', p. 760</ref> ଏକ ବଡ ନୌବାହିନୀ ଏବଂ ପଦାତିକ ବାହିନୀ ନେଇ ଉତ୍ତର ଆଡକୁ ଗତି କଲେ ଏବଂ [[ମିଶିହାସେ]] ଓ [[ଏମିଶି]]ମାନଙ୍କ ସଂସ୍ପର୍ଶରେ ଆସିଲେ । ସେହି ଯାତ୍ରାରେ ହିରାଫୁ ଏକ ୱାତାରିଶିମା (渡島) ବୋଲି ସ୍ଥାନକୁ ଯାଇଥିଲେ, ଯାହାକୁ ହୋକାଇଦୋ ବୋଲି ଚିହ୍ନଟ କରାଯାଇଛି । ଏହି ଘାଟଣାର ବିବରଣୀ ବିଷୟରେ ଅନେକ ଅନୁମାନ କରାଯାଇ ଥାଏ; ଯେପରିକି - ୱାତାରିଶିମାର ବାସ୍ତବ ଅବସ୍ଥିତି, ତଥା ଏଥିରେ ରହୁଥିବା ଏମିଶି ଲୋକମାନେ ବର୍ତ୍ତମାନର ଆଇନୁ ଲୋକମାନଙ୍କର ପୂର୍ବଜ ।
 
[[ନାରା ଯୁଗ|ନାରା]] ଓ [[ହେଈଆଁ ଯୁଗ|ହେଈଆଁ]] କାଳରେ (୭୧୦-୧୧୮୫), ହୋକାଇଦୋର ଲୋକମାନେ [[ଦେୱା ପ୍ରାନ୍ତ]] ସହ ବାଣିଜ୍ଯ ବ୍ଯବସାୟ କରୁଥିଲେ । [[ଜାପାନର ଇତିହାସ#ମଧ୍ଯଯୁଗୀୟ ଜାପାନ|ମଧ୍ଯଯୁଗରୁ]], ହୋକାଇଦୋର ଲୋକମାନେ [[ଏଜୋ]] ନାମରେ ପରିଚିତ ହେଲେ । ଫଳରେ କ୍ରମେ ହୋକାଇଦୋର ନାମ ଏଜୋଚି (蝦夷地; ଏଜୋଭୂମି) ବା ଏଜୋଗାଶିମା (蝦夷ヶ島; ଏଜୋ ଦ୍ୱୀପ) ହୋଇଗଲା ।<ref>{{cite book|last1=McClain|first1=James L.|title=Japan, A Modern History|date=2002|publisher=W.W. Norton & Company|location=New York, N.Y.|isbn=978-0-393-04156-9|page=[https://archive.org/details/japanmodernhisto00mccl/page/285 285]|edition=First|url-access=registration|url=https://archive.org/details/japanmodernhisto00mccl/page/285}}</ref> ଏଜୋଲୋକମାନେ ଶୀକାର ଓ ମାଛଧରା ଉପରେ ନିର୍ଭର କରୁଥିଲେ ଏବଂ ଅନ୍ୟ ଜାପାନୀଙ୍କ ସହ ବ୍ଯବସାୟ ଦ୍ୱାରାବ୍ଯବସାୟଦ୍ୱାରା ଧାନ ଓ ଲୁହା ପ୍ରାପ୍ତ କଲେ ।
 
==ନୈରୁକ୍ତଶାସ୍ତ୍ର==
"https://or.wikipedia.org/wiki/ହୋକାଇଦୋ"ରୁ ଅଣାଯାଇଅଛି