"ପୂର୍ବ ପାକିସ୍ତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ହୁଏତ ମୂଳ ହିନ୍ଦୀ ପ୍ରସଙ୍ଗରୁ ଅନୁବାଦ କଲାବେଳେ ଆସିଛି । ଓଡ଼ିଆରେ ରଖିବାର ଆବଶ୍ୟକତା ନାହିଁ ।
ଟିକେNo edit summary
୧ କ ଧାଡ଼ି:
{{ଛୋଟ|East Pakistan}}
'''ପୂର୍ବ ପାକିସ୍ତାନ''' ତତ୍କାଳୀନ [[ପାକିସ୍ତାନ|ପାକିସ୍ତାନର]] ପୂର୍ବ ଭାଗଅଂଶ ଥିଲା । ଏହା ବର୍ତ୍ତମାନର ବାଂଲାଦେଶରେ[[ବଙ୍ଗଳାଦେଶ|ବଙ୍ଗଳାଦେଶରେ]] ୧୯୫୫ରୁ ୧୯୬୧ ପର୍ଯ୍ୟନ୍ତ ବିଦ୍ୟମାନ ଥିଲାରହିଥିଲା । ଏହାର ରାଜଧାନୀ [[ଢାକା]] ଏବଂ ସରକାରୀ ଭାଷା [[ବଙ୍ଗଳା ଭାଷା|ବଙ୍ଗଳା]] ଥିଲା । ପୂର୍ବ ପାକିସ୍ତାନର ସମୁଦାୟମୋଟ ଜମିକ୍ଷେତ୍ରଫଳ କ୍ଷେତ୍ରଫଳ୧,୫,୫୬୦ ବର୍ଗ ମିଟର ଥିଲା । ଏହା ପୂର୍ବ, ଉତ୍ତର ଏବଂ ପଶ୍ଚିମ ଦିଗରେ [[ଭାରତ]] ଘେରି ରହିଥିବାଘେରିରହିଥିବା ବେଳେ ଦକ୍ଷିଣ ପାର୍ଶ୍ୱରେ [[ବଙ୍ଗୋପସାଗର]] ଅବସ୍ଥିତ ଥିଲା । ପୂର୍ବରେ ଏହା ବର୍ମା ସହିତ ଏକ ଛୋଟ ସୀମା ରେଖା ଯୋଡି ହୋଇଥିଲାଯୋଡ଼ିହୋଇଥିଲା । ଅର୍ଥନୀତି, ରାଜନୈତିକ ପ୍ରତିନିଧିତ୍ୱ ଏବଂ ଜନସଂଖ୍ୟା ଆଧାରରେ ଏହା ପାକିସ୍ତାନର ସର୍ବ ବୃହତ ରାଜ୍ୟ ଥିଲା । ଶେଷରେ, ନଅ ମାସରମାସ ଧରି ଚାଲିଥିବା ଯୁଦ୍ଧ ପରେଶେଷରେ ୧୯୭୧ ମସିହା ଡିସେମ୍ବର ୧୪, ୧୯୭୧ରେତାରିଖରେ ପୂର୍ବ ପାକିସ୍ଥାନ, ବାଂଲାଦେଶବଙ୍ଗଳାଦେଶ ଭାବରେ ସ୍ଵାଧୀନତା ଘୋଷଣା କରିଥିଲା ।<ref name="dawn">{{cite web |last1=Partner |first1=The Media Group | Publishing |title=Special report: The Breakup of Pakistan 1969-1971 |url=https://www.dawn.com/news/1359141/special-report-the-breakup-of-pakistan-1969-1971 |website=DAWN.COM |accessdate=5 November 2020 |language=en |date=23 September 2017}}</ref>
== ପୃଷ୍ଠଭୂମି ==
ମହମ୍ମଦ ଅଲି ଜିନ୍ନାଙ୍କ ନେତୃତ୍ୱରେ ଆନ୍ଦୋଳନର ପ୍ରତ୍ୟକ୍ଷ ଫଳ ସ୍ଵରୂପ ପାକିସ୍ତାନ ନୂତନ ଦେଶର ମାନ୍ୟତା ଲାଭ କଲା । ୧୯୪୭ ମସିହାରେ ଭାରତୀୟ ସ୍ଵାଧୀନତା ଅଧିନିୟମ ଗୃହୀତ ହେବା ପରେ ଭାରତ ବିଭାଜନ ପରେ ପାକିସ୍ତାନ ପ୍ରତିଷ୍ଠା ହୋଇଥିଲା । ଏହି ବିଭାଜନର ସର୍ତ୍ତ ଆଧାରର ବ୍ରିଟିଶ ଭାରତର ପୂର୍ବ ଏବଂ ପଶ୍ଚିମ ପ୍ରାନ୍ତରେ ମୁସଲମାନ ପ୍ରାଧାନ୍ୟ କ୍ଷେତ୍ର ଦ୍ଵୟ ପାକିସ୍ତାନରେ ଅନ୍ତର୍ଭୁକ୍ତ ହୋଇଥିଲା । ଏହି ବିଭାଗ ଅଧୀନରେ ବ୍ରିଟିଶ ଭାରତର ପଞ୍ଜାବ ଏବଂ ବଙ୍ଗ ପ୍ରଦେଶ ମଧ୍ୟ ବିଭାଜିତ ହୋଇଥିଲା ଏବଂ ପୂର୍ବ ବଙ୍ଗଳା ଏବଂ ପଶ୍ଚିମ ପଞ୍ଜାବକୁ ପାକିସ୍ତାନରେ ମିଶ୍ରଣ କରାଯାଇଥିଲା । ପାକିସ୍ତାନର ଅଞ୍ଚଳ ବ୍ରିଟିଶ ଶାସିତ ଭାରତର ପାଞ୍ଚଟି ପ୍ରଦେଶକୁ ନେଇ ଗଠିତ ହୋଇଥିଲା: ପୂର୍ବ ବଙ୍ଗଳା, ପଶ୍ଚିମ ପଞ୍ଜାବ, ବାଲୁଚିସ୍ତାନ, ସିନ୍ଧ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ । ଏଥି ସହିତ କିଛି ଗଡଜାତ ରାଜ୍ୟ ମଧ୍ୟ ପାକିସ୍ତାନୀ ଚୁକ୍ତିରେ ଯୋଗଦେବା ପ୍ରସ୍ତାବକୁ ଗ୍ରହଣ କରିଥିଲେ ।<ref name="archieve">{{cite web |title=Forum |url=http://archive.thedailystar.net/forum/2006/december/bhuttonmujib.htm |website=archive.thedailystar.net |accessdate=5 November 2020}}</ref>
୧୬ କ ଧାଡ଼ି:
ଜେନେରାଲ ୟାହିୟା ଖାନଙ୍କ ସ୍ଥାନରେ ଆୟୁବ ଖାନ ମୁଖ୍ୟ ସାମରିକ ଆଇନ ପ୍ରଶାସକ ଭାବେ ଆସୀନ ହୋଇଥିଲେ । ଆୟୁବ ଖାନ ୧୯୭୦ ପାକିସ୍ତାନୀ ସାଧାରଣ ନିର୍ବାଚନର ଆୟୋଜନ କରିଥିଲେ । ୧୯୭୦ ମସିହାର ଭୋଲା ସାଇକ୍ଲୋନନ ବିଂଶ ଶତାବ୍ଦୀର ଘାତକ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଅନ୍ୟତମ । ଏହି ଘୂର୍ଣ୍ଣିବଳୟରେ ଅଢେଇ ଲକ୍ଷ ଜୀବନ ହାରିଲେ । ଏହି ଘୂର୍ଣ୍ଣିବଳୟର ବିପର୍ଯ୍ୟୟ ପ୍ରଭାବ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ସୃଷ୍ଟି କରିଥିଲା । ଏହିପରି ଏକ ଦଶନ୍ଧି ସାମରିକ ଶାସନ ପରେ ପୂର୍ବ ପାକିସ୍ଥାନ ବଙ୍ଗାଳୀ ଜାତୀୟତାର ଏକ ସ୍ଥାନ ପାଲଟି ଯାଇଥିଲା ।
 
ଯେତେବେଳେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ ଆୱାମି ଲିଗ୍ ପାକିସ୍ତାନ ସଂସଦରେ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା । ଲିଗ୍ ପୂର୍ବ ପାକିସ୍ଥାନର ୧୬୯ଟି ସିଟ୍ ମଧ୍ୟରୁ ୧୬୭ଟି ଜିତିଥିବା ସ୍ଥଳେ, ଯାହା ଦ୍ଵାରା ପାକିସ୍ତାନର ୩୦୦ ସିଟ୍ ବିଶିଷ୍ଟ ଜାତୀୟ ସଭାରେ ୧୫୦ର ଅଧା ରାସ୍ତା ଅତିକ୍ରମ କରିବାରେ ସକ୍ଷମ ହେଲା । ସିଦ୍ଧାନ୍ତ ଅନୁଯାୟୀ, ଏହା ୱେଷ୍ଟମିନିଷ୍ଟର ପରମ୍ପରା ଅନୁଯାୟୀ ସରକାର ଗଠନ କରିବାର ଅଧିକାର ଦେଇଥିଲା । କିନ୍ତୁ ଲିଗ୍ ପଶ୍ଚିମ ପାକିସ୍ତାନରେ ଗୋଟିଏ ବି ଆସନ ଜିତିବାରେ ବିଫଳ ହୋଇଥିଲା, ଯେଉଁଠାରେ ପାକିସ୍ତାନ ପିପୁଲ୍ସ ପାର୍ଟି ୮୧ଟି ଆସନ ବିଶିଷ୍ଟ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା । କ୍ଷମତା ହସ୍ତାନ୍ତର ପାଇଁ ଦୀର୍ଘ ସମୟ ଧରି ଆଲୋଚନା ବିଫଳ ହେବାପରେ ସଂସଦ ଡକାଇବାକୁ ଦାବି କରି ପୂର୍ବ ପାକିସ୍ତାନରେ ଏକ ନାଗରିକ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା । ୭ ମାର୍ଚ୍ଚ ୧୯୭୧ରେ ଏକ ଅଭିଭାଷଣରେ ତତକାଳୀନ ନେତା ରହମାନ ପାକିସ୍ତାନରୁ ସ୍ଵାଧୀନତା ସଂଗ୍ରାମ ଘୋଷଣା କରିଥିଲେ । ୭–୨୬ ମାର୍ଚ୍ଚ ମଧ୍ୟରେ ପୂର୍ବ ପାକିସ୍ଥାନ ମୁଖ୍ୟତଃ ଆୱାମୀ ଲିଗର ନିୟନ୍ତ୍ରଣରେ ଥିଲା । ୨୩ ମାର୍ଚ୍ଚ ୧୯୭୧ରେ ପାକିସ୍ତାନର ଗଣତନ୍ତ୍ର ଦିବସରେ ବାଂଲାଦେଶରବଙ୍ଗଳାଦେଶର ପ୍ରଥମ ପତାକା ଅନେକ ପୂର୍ବ ପାକିସ୍ତାନୀ ପରିବାରରେ ଉତ୍ତୋଳନ କରାଯାଇଥିଲା । ୨୬ ମାର୍ଚ୍ଚରେ ପାକିସ୍ତାନୀ ସେନା ଅପରେସନ୍ ସର୍ଚ୍ଚ ଲାଇଟ୍ ଏବଂ ୧୯୭୧ ଢାକା ବିଶ୍ୱବିଦ୍ୟାଳୟ ହତ୍ୟାକାଣ୍ଡ ଭଳି ଏକ ଆକ୍ରମଣ ଆରମ୍ଭ କରିଥିଲା । ଏହାର ପରିଣାମ ସ୍ଵରୂପ ବାଂଲାଦେଶୀବଙ୍ଗଳାଦେଶୀ ସ୍ୱାଧୀନତା ଘୋଷଣାନାମା ହୋଇଥିଲା ।<ref name="googlebooks">{{cite web |last1=Haqqani |first1=Husain |title=Pakistan: Between Mosque and Military |url=https://books.google.co.in/books?id=nYppZ_dEjdIC&pg=PP1&redir_esc=y |website=www.books.google.co.in |publisher=Carnegie Endowment |accessdate=5 November 2020 |language=en |date=10 March 2010}}</ref>
 
ଯେହେତୁ ବାଂଲାଦେଶବଙ୍ଗଳାଦେଶ ମୁକ୍ତି ଯୁଦ୍ଧ ଏବଂ ୧୯୭୧ ବାଂଲାଦେଶବଙ୍ଗଳାଦେଶ ନର ସଂହାର ନଅ ମାସ ପର୍ଯ୍ୟନ୍ତ ଜାରି ରହିଲା, ପୂର୍ବ ବଙ୍ଗଳା ରେଜିମେଣ୍ଟ ଏବଂ ପୂର୍ବ ପାକିସ୍ତାନ ରାଇଫଲ୍ସ ପରି ପୂର୍ବ ପାକିସ୍ତାନୀ ସାମରିକ ୟୁନିଟ୍ ବାଂଲାଦେଶବଙ୍ଗଳାଦେଶ ବାହିନୀ ଗଠନ କରିବାରେ ବିଫଳ ହୋଇଥିଲେ । ବାଂଲାଦେଶରବଙ୍ଗଳାଦେଶର ଅସ୍ଥାୟୀ ସରକାର ପଡୋଶୀ ଭାରତ ସହ ମିଳିତ ହୋଇଥିଲା ଯାହା ଯୁଦ୍ଧର ଶେଷ ଦୁଇ ସପ୍ତାହରେ ହସ୍ତକ୍ଷେପ କରି ପାକିସ୍ତାନର ଆତ୍ମସମର୍ପଣକୁ ସୁରକ୍ଷିତ କରିଥିଲା ।
 
== ପୂର୍ବ ପାକିସ୍ତାନର ସମସ୍ତ ମୁଖ୍ୟ ମନ୍ତ୍ରୀ ==