"ବଳରାମ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: Manual revert ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
→‎ବଳରାମ ଦାସ: ଫିକ୍ସଡ଼ ବନାନ, ବ୍ୟାକରଣ ସଜାଡ଼ିଲେ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧୯ କ ଧାଡ଼ି:
| death_place =
| nationality = {{flag|ଭାରତୀୟ}}
| other_names = କୃପାସିଦ୍ଧାକୃପାସିଦ୍ଧ, ମତ୍ତ ବଳରାମ ଦାସ
| occupation = ପୌରାଣିକ କବି
| known_for =
୨୯ କ ଧାଡ଼ି:
ବଳରାମ ଦାସଙ୍କର ଜନ୍ମବର୍ଷ ୧୪୮୪ ବୋଲି ଅନୁମାନ କରାଯାଇଥାଏ l
<ref>{{cite book|last=ଦାସ|first=ଚିତ୍ତରଞ୍ଜନ|title=ସନ୍ଥ (ଭକ୍ତି) ସାହିତ୍ୟ|publisher=ଓଡ଼ିଶା ସାହିତ୍ୟ ଏକାଡେମୀ|page=୨୮୧|chapter=ବଳରାମ ଦାସ}}</ref>
ତାଙ୍କ ବାପାଙ୍କ ନାମ ଶ୍ରୀ ସୋମନାଥ ମହାପାତ୍ର ଓ ମାଆଙ୍କ ନାମ ମନୋମାୟା ବା ମହାମାୟା l ସୋମନାଥ ପ୍ରତାପରୁଦ୍ରଦେବଙ୍କ ଶାସନକାଳରେ ଜଣେ ମନ୍ତ୍ରୀରୂପେ ନିଯୁକ୍ତ ଥିଲେ । ବଳରାମ ଦାସ ପୁରୀ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିଲେ ବୋଲି ଉଲ୍ଲେଖ ରହିଥିଲେ ମଧ୍ୟ କଟକ ଜିଲ୍ଲାର ଯାଜପୁର ତାଙ୍କର ପ୍ରକୂତପ୍ରକୃତ ଜନ୍ମସ୍ଥାନ ଥିଲା ବୋଲି ଆଉ ଗୋଟିଏ ମତ ମଧ୍ୟରହିଛି । ଶ୍ରୀ ଚୈତନ୍ୟ ପୁରୀକୁ ଆସିବା ସମୟକୁ ବଳରାମ ପୁରୀକୁ ଆସିସାରିଥିଲେ ଓ ଓଡ଼ିଆ ରାମାୟଣ(ଜଗମୋହନ ରାମାୟଣ)ର ରଚନା କରିସାରିଥିଲେ l
 
ବଳରାମ [[ଓଡ଼ିଆ ସାହିତ୍ୟ]]ର ପଞ୍ଚସଖା([[ଜଗନ୍ନାଥ ଦାସ]], [[ଅଚ୍ୟୁତାନନ୍ଦ ଦାସ]], ବଳରାମ ଦାସ, [[ଅନନ୍ତ ଦାସ]], [[ଯଶୋବନ୍ତ ଦାସ]])ଙ୍କ ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ।