"ଉଇକିପିଡ଼ିଆ:ଲିଖନ ଶୈଳୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Psubhashish (ଆଲୋଚନା | ଅବଦାନ) ଟିକେNo edit summary |
Psubhashish (ଆଲୋଚନା | ଅବଦାନ) ବିଷୟବସ୍ତୁକୁ "<!--{{redirect|WP:MANUAL|Wikipedia not being a manual|WP:NOTMANUAL}} {{MoS guideline|WP:MOS|MOS:MAIN|MOS:}} {{styl..." ଦେଇ ପ୍ରତିବଦଳ କଲେ ଟ୍ୟାଗ: Replaced |
||
୨ କ ଧାଡ଼ି:
{{MoS guideline|WP:MOS|MOS:MAIN|MOS:}}
{{style}}-->
{{info|ଏହି ପୃଷ୍ଠାଟି ତିଆରି ଚାଲିଛି । ଇଂରାଜୀ ଉଇକିପିଡ଼ିଆରେ ଥିବା "Manual of Style"ରୁ କେବଳ ଅନୁବାଦ କରାଯାଇ ତାହାକୁ ସିଧାସଳଖ ବ୍ୟବହାର କରାଯାଇପାରିବ ନାହିଁ । ତେଣୁ ଅଧୁନା କେବଳ ଇଂରାଯୀ ଅଶଂତକ କପି କରି ତାହାକୁ ଧୀରେ ଧୀରେ ଭାବାନୁବାଦ କରାଯିବ । ଓଡ଼ିଆ ବ୍ୟାକରଣ ବିଧି ଅନୁସାରେ ଆବଶ୍ୟକ ସ୍ଥଳେ ବିଭିନ୍ନ ବିଷୟ ଯୋଡ଼ାଯିବ/ବଦଳାଯିବ/କଢ଼ାଯିବ । ବର୍ତ୍ତମାନ ସାମୟିକ ଭାବେ ଓଡ଼ିଆ ଉଇକିପିଡ଼ିଆର ଲିଖନ ଶୈଳୀ ସଂକ୍ଷେପରେ [[ଉଇକିପିଡ଼ିଆ:ନିୟମାବଳୀ|ନିୟମାବଳୀ]]ରୁ ପଢ଼ିପାରିବେ । ଆପଣ ଏହି ଅନୁବାଦ କାମରେ ଭାଗ ନେବା ପାଇଁ ଇଚ୍ଛୁକ ଥିଲେ ବା କିଛି ମତ ପ୍ରକାଶ କରିବାକୁ ଚାହୁଁଥିଲେ [[ଉଇକିପିଡ଼ିଆ ଆଲୋଚନା:ଲିଖନ ଶୈଳୀ|ଏହି ଆଲୋଚନା ପୃଷ୍ଠାରେ]] ଲେଖବେ ।}}
<!--{{anchor|Clarity}} -->
'''ଉଇକିପିଡିଆର ଲିଖନ ଶୈଳୀ''' ଉଇକିପିଡ଼ିଆ ପ୍ରସଙ୍ଗଗୁଡ଼ିକରେ କିପରି ଲେଖାଯିବ ତାହା ବାବଦରେ ଅଧିକ ସୂଚନା ଦେଇଥାଏ । ଲେଖାଗୁଡ଼ିକୁ ସ୍ପଷ୍ଟ, ନିରପେକ୍ଷ, ଓଡ଼ିଆ ବ୍ୟାକରଣ ଅନୁସାରେ ନିର୍ଭୁଲ ଓ ମାନକ କରିବା ସହ ଲେଖାର ମୋଟାମୋଟି ସଜାଣିକୁ ସଳଖ କରିବା ଏହାର ଲକ୍ଷ୍ୟ । ସରଳ ଭାଷା ସବୁଠାରୁ ଗ୍ରହଣଯୋଗ୍ୟ । ଅନାବଶ୍ୟକ ଭାବେ ଦ୍ୱନ୍ଦାତ୍ମକ ଓ ଜଟିଳ ଶବ୍ଦରୁ ଦୂରେଇ ରହନ୍ତୁ । ଅପେକ୍ଷାକୃତ ଭାବେ ଆଗରୁ ଅନେକ ଥର ଘଟିଥିଲେ ତାହାର ସମାଧାନ ପାଇଁ ଏହି ପୃଷ୍ଠାରେ ନୂଆ ବିଷୟବସ୍ତୁ ଯୋଡ଼ାଯାଇପାରିବ ।
<!--{{anchor|
ଏକ ପ୍ରସଙ୍ଗ ମଧ୍ୟରେ ଶୈଳୀ ଏବଂ ସଜାଣି ସୁସଙ୍ଗତ ହେବା ଉଚିତ । ତେବେ ଏହା ଯେ ସମଗ୍ର ଉଇକିପିଡ଼ିଆ ଭିତରେ ଜରୁରୀ ନୁହେଁ । ଲିଖନ ଶୈଳୀ ଅଧୀନରେ ଏକାଧିକ ଶୈଳୀ ଗ୍ରହଣୀୟ ହୋଇଥିଲେ ପରିଚାଳକମାନେ ଏକ ଶକ୍ତ କାରଣ ବିନା ଏକ ପ୍ରସଙ୍ଗରେ ସେହି ଶୈଳୀ ଭିତରୁ ଗୋଟିଏରୁ ଅନ୍ୟଟିକୁ ପରିବର୍ତ୍ତନ କରିବା ଅନୁଚିତ । ବିକଳ୍ପ ଶୈଳୀ ଆଧାରରେ ସମ୍ପାଦନା ଯୁଦ୍ଧ ଗ୍ରହଣୀୟ ନୁହେଁ । କୌଣସି ଲେଖାରେ କେଉଁ ଶୈଳୀ ବ୍ୟବହାର କରାଯିବ ତାହା ଆଲୋଚନାରେ ସ୍ଥିର କରିଯାଇନପାରିଲେ ପ୍ରଥମ ପ୍ରମୁଖ ଯୋଗଦାନକାରୀଙ୍କଦ୍ୱାରା ବ୍ୟବହୃତ ଶୈଳୀକୁ ମାନିନିଅନ୍ତୁ । ଏକ ଶୈଳୀ କିମ୍ବା ସେହି ପ୍ରକାର ବିତର୍କର ସମାଧାନ ଅସମ୍ଭବ ହୋଇଗଲେ ଆଉଥରେ ଲେଖିବା ଦ୍ୱାରା ସମସ୍ୟାଟିର ସମାଧାନ ହୋଇପାରିବ କି ନାଁ ଦେଖନ୍ତୁ ।
ଲିଖନ ଶୈଳୀ ଆଲୋଚନା ପୃଷ୍ଠାରେ ଶୈଳୀ ସମ୍ବନ୍ଧିତ ସମସ୍ୟା ବିଷୟରେ ଆଲୋଚନା କରନ୍ତୁ ।
{{TOC limit|3}}
|