"ସମ୍ମତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଶ୍ରେଣୀ+
୧ କ ଧାଡ଼ି:
{{ତିଆରି ଚାଲିଛି}}
ଜଣେ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ ଅନ୍ୟର ପ୍ରସ୍ତାବ କିମ୍ବା ଇଚ୍ଛାରେ ରାଜି ହେଲେ '''ସମ୍ମତି''' ହୋଇଥାଏ ।<ref>{{Cite web|url=http://www.oed.com/view/Entry/39517?rskey=7YN1Zi&result=1#eid|title=Home : Oxford English Dictionary|website=www.oed.com|access-date=2016-03-24}}</ref> ଏହା ସାଧାରଣ କଥାବାର୍ତ୍ତାର ଏକ ଶବ୍ଦ ଓ ସାଧାରଣତଃ ଆଇନ, ଚିକିତ୍ସା, ଗବେଷଣା ଏବଂ ଯୌନ ସମ୍ପର୍କ ଭଳି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସମ୍ମତିର ଅର୍ଥ ଏହାର ଦୈନନ୍ଦିନ ଅର୍ଥଠାରୁ ଭିନ୍ନ ହୋଇପାରେ । ଉଦାହରଣ ସ୍ୱରୂପ, [[ମାନସିକ ରୋଗ]] ଥିବା, କମ [[ମାନସିକ ବୟସ]] କିମ୍ବା [[ଯୌନ ସମ୍ମତିର ଆଇନଗତ ବୟସ|ଯୌନ ସମ୍ମତିର ଆଇନଗତ ବୟସରୁ]] ଊଣା ବୟସ୍କ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ ଏକ ଯୌନ କାର୍ଯ୍ୟରେ ନିୟୋଜିତ ହେଲେ ମଧ୍ୟ ଏହି କାର୍ଯ୍ୟ ପ୍ରଯୁଜ୍ୟ ଆଇନ ଦ୍ୱାରା ବ୍ୟାଖ୍ୟା କରାଯାଇଥିବା ସମ୍ମତି ପାଇଁ ଥିବା ଆଇନଗତ ସୀମା ପୂରଣ କରିବାରେ ବିଫଳ ହୋଇପାରେ ।
 
Line ୧୪ ⟶ ୧୩:
== ଆଧାର ==
{{ଆଧାର}}
 
 
[[ଶ୍ରେଣୀ:ଟର୍ଟ ଆଇନ]]
[[ଶ୍ରେଣୀ:ସ୍ୱୟତା]]
[[ଶ୍ରେଣୀ:ନୈତିକତାରେ ଧାରଣା]]
[[ଶ୍ରେଣୀ:ଡାକ୍ତରୀ ନୈତିକତା]]
[[ଶ୍ରେଣୀ:ଆଇନଗତ ପ୍ରତିରକ୍ଷା]]
"https://or.wikipedia.org/wiki/ସମ୍ମତି"ରୁ ଅଣାଯାଇଅଛି