"ସମ୍ମତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ତିଆରି ଚାଲିଛି}} ଜଣେ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେNo edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
ଜଣେ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ ଅନ୍ୟର ପ୍ରସ୍ତାବ କିମ୍ବା ଇଚ୍ଛାରେ ରାଜି ହେଲେ '''ସମ୍ମତି''' ହୋଇଥାଏ ।<ref>{{Cite web|url=http://www.oed.com/view/Entry/39517?rskey=7YN1Zi&result=1#eid|title=Home : Oxford English Dictionary|website=www.oed.com|access-date=2016-03-24}}</ref> ଏହା ସାଧାରଣ କଥାବାର୍ତ୍ତାର ଏକ ଶବ୍ଦ ଓ ସାଧାରଣତଃ ଆଇନ, ଚିକିତ୍ସା, ଗବେଷଣା ଏବଂ ଯୌନ ସମ୍ପର୍କ ଭଳି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସମ୍ମତିର ଅର୍ଥ ଏହାର ଦୈନନ୍ଦିନ ଅର୍ଥଠାରୁ ଭିନ୍ନ ହୋଇପାରେ । ଉଦାହରଣ ସ୍ୱରୂପ, ମାନସିକ ରୋଗ ଥିବା, କମ ମାନସିକ ବୟସ କିମ୍ବା ଯୌନ ସମ୍ମତିର ଆଇନଗତ ବୟସରୁ ଊଣା ବୟସ୍କ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ ଏକ ଯୌନ କାର୍ଯ୍ୟରେ ନିୟୋଜିତ ହେଲେ ମଧ୍ୟ ଏହି କାର୍ଯ୍ୟ ପ୍ରଯୁଜ୍ୟ ଆଇନ ଦ୍ୱାରା ବ୍ୟାଖ୍ୟା କରାଯାଇଥିବା ସମ୍ମତି ପାଇଁ ଥିବା ଆଇନଗତ ସୀମା ପୂରଣ କରିବାରେ ବିଫଳ ହୋଇପାରେ ।
 
ବ୍ୟାପକ ଯୌନ ଶିକ୍ଷାର ଅଂଶ ବିଶେଷ ଭାବେ ସମ୍ମତିକୁ ଏକ ବିଷୟ ରୂପେ ଶିକ୍ଷା ଦେବା ଲାଭଦାୟକ ବୋଲି ମିଳିତ ଜାତିସଂଘ ଅଧୀନସ୍ଥ ସଂସ୍ଥା ଓ ଯୌନ ଶିକ୍ଷା କାର୍ଯ୍ୟକ୍ରମଗୁଡ଼ିକର ମତ ।<ref>{{Cite [2]book|url=http://unesdoc.unesco.org/images/0026/002607/260770e.pdf|title=International technical guidance on sexuality education: An evidence-informed approach|last=|first=|publisher=UNESCO|year=2018|isbn=978-92-3-100259-5|location=Paris|pages=56}}</ref> ସମ୍ମତିର ପ୍ରକାର ଭେଦ ମଧ୍ୟରେ ସୂଚୀତ ସମ୍ମତି, ପ୍ରକାଶିତ ସମ୍ମତି, ଜଣାଯାଇଥିବା ସମ୍ମତି ଏବଂ ସର୍ବସମ୍ମତି ଆଦି ଅନୁତମ ।
 
== ଆଧାର ==
"https://or.wikipedia.org/wiki/ସମ୍ମତି"ରୁ ଅଣାଯାଇଅଛି