"ଆଷାଢ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ତଥ୍ୟ ଅନୁବାଦ + ଆଧାର
୧ କ ଧାଡ଼ି:
{{ଛୋଟ|AashaadhaAshadha}}
{{ଲିଭାନ୍ତୁ|1=ଅତ୍ୟାବଶ୍ଯକୀୟ ତଥ୍ୟ ନାହିଁ । ଅନେକ ଦିନ ଅଧାଗଢ଼ା ହୋଇ ଥିଲେ ହେଁ ସକ୍ରିୟ ସମ୍ପାଦନା ହୋଇନାହିଁ ।}}
'''ଆଷାଢ଼''' ([[ହିନ୍ଦୀ ଭାଷା|ହିନ୍ଦୀ]]: आसाढ़ Āsāṛh ବା आषाढ Āṣāḍh; [[ଅହମୀୟା ଭାଷା|ଅହମୀୟା]]: আহাৰ ahar; [[ବଙ୍ଗଳା ଭାଷା|ବଙ୍ଗଳା]]: আষাঢ়; [[ସିଲହେଟି ଭାଷା|ସିଲହେଟି]]: ꠀꠀꠠ aáṛ; [[ନେପାଳୀ ଭାଷା|ନେପାଳୀ]]: असार asār)) [[ହିନ୍ଦୁ ପାଞ୍ଜି]] ଅନୁସାରେ ପାଳିତ ଏକ ମାସ ଓ ଏହା [[ଗ୍ରେଗୋରୀ କ୍ୟାଲେଣ୍ଡର]]ରେ ଜୁନ/ଜୁଲାଇ ସହିତ ଅନୁରୂପ ।<ref>Henderson, Helene. (Ed.) (2005) ''Holidays, festivals, and celebrations of the world dictionary'' Third edition. Electronic edition. Detroit: Omnigraphics, p. xxix. {{ISBN|0-7808-0982-3}}</ref> ଭାରତର ଜାତୀୟ ନାଗରିକ କ୍ୟାଲେଣ୍ଡରରେ ଏହି ମାସଟି ବର୍ଷର ଚତୁର୍ଥ ମାସ ଓ ଏହା ଜୁନ ୨୨ରୁ ଆରମ୍ଭ ହୋଇ ଜୁଲାଇ ୨୨ରେ ସରିଥାଏ । ବୈଦିକ ଜ୍ୟୋତିଷ ଗଣନା ଅନୁସାରେ [[ମିଥୁନ ରାଶି]]ରେ ସୂର୍ଯ୍ୟଙ୍କ ପ୍ରବେଶ ପରଠାରୁ ଏହା ଆରମ୍ଭ ହୋଇଥାଏ । [[ଚତୁର୍ମାସ୍ୟା]]ର ଆରମ୍ଭ ଆଷାଢ଼ ମାସରେ ହୋଇଥାଏ ଓ ଏହା [[ମୌସୁମୀ]] ଦୁଇ ମାସରୁ ପ୍ରଥମ । ସମ୍ବତ ଗଣନାରେ ଏହା ବର୍ଷର ଦ୍ୱିତୀୟ ମାସ । ଏହାର ପୂର୍ବବର୍ତ୍ତୀ ମାସ [[ଜ୍ୟୈଷ୍ଠ]] ଓ ପରବର୍ତ୍ତୀ ମାସ [[ଶ୍ରାବଣ]] । ଏହା ଆଷାଢ଼ା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]] ତିଥିରେ ପଡ଼ିଥାଏ ।
{{ଆଧାର ନାହିଁ}}
 
{{ଛୋଟ|Aashaadha}}
[[ବଙ୍ଗାଳୀ ପାଞ୍ଜି]] ଅନୁସାରେ ଅନୁରୂପ ମାସଟି ଆଷାଢ଼ (আষাঢ় ''Aṣaṛh'') ଓ ଏହା ତୃତୀୟତମ ମାସ ।
ଆଷାଢା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]] ପଡୁଥିବା [[ମାସ|ଚାନ୍ଦ୍ରମାସକୁ]] '''ଆଷାଢ଼''' ମାସ କୁହାଯାଏ । ସମ୍ବତ ଗଣନାରେ ଏହା ବର୍ଷର ଦ୍ୱିତୀୟ ମାସ । ଏହାର ପୂର୍ବବର୍ତ୍ତୀ ମାସ [[ଜ୍ୟୈଷ୍ଠ]] ଓ ପରବର୍ତ୍ତୀ ମାସ [[ଶ୍ରାବଣ]] । ଆଷାଢ଼ ବର୍ଷାଋତୁର ପ୍ରଥମ ମାସ ।
 
ଚନ୍ଦ୍ର ଧାର୍ମିକ ପାଞ୍ଜିରେ ଆଷାଢ଼ [[ଶୁକ୍ଳପକ୍ଷ]]ରେ (ଚାନ୍ଦ୍ରମାସ) ଆରମ୍ଭ ହୁଏ ଏବଂ ସାଧାରଣତଃ ବର୍ଷର ଚତୁର୍ଥ ମାସ ।
 
== ପର୍ବପର୍ବାଣୀ ==
* [[ପକ୍ଷ|ଶୁକ୍ଳ]] [[ଦ୍ୱିତୀୟା]]: [[ରଥଯାତ୍ରା]]
"https://or.wikipedia.org/wiki/ଆଷାଢ଼"ରୁ ଅଣାଯାଇଅଛି