"ଭାରତୀୟ ଉପମହାଦେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ଭାରତ ଉପମହାଦେଶରୁ ଭାରତୀୟ ଉପମହାଦେଶକୁ ଘୁଞ୍ଚାଇଲେ: ଉପଯୁକ୍ତ ନାମ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
ଭାରତ, ଜମ୍ବୁଦ୍ୱୀପର ଦକ୍ଷିଣ ଭାଗର ଭୌଗଳିକ ନାମ, ଯାହା ହିମାଳୟ ପର୍ବତମାଳାର ଦକ୍ଷିଣରୁ ସାଗର ପର୍ଯ୍ୟନ୍ତ ବିସ୍ତୃତ। ବର୍ତ୍ତମାନ ଭାରତରେ ଛଅଟି ରାଜନୈତିକ କ୍ଷେତ୍ର ବା ରାଜ୍ୟ ଅଛନ୍ତି, ଯଥା- [[ଭାରତ|ଭାରତୀୟ ଗଣରାଜ୍ୟ]], [[ଆଫଗାନିସ୍ତାନ|ସମର୍ପଣବାଦୀଇସ୍ଲାମୀୟ ଉପଗଣସ୍ଥାନୀ ଗଣରାଜ୍ୟ]], [[ପାକିସ୍ତାନ|ସମର୍ପଣବାଦୀଇସ୍ଲାମୀୟ ପାକିସ୍ଥାନୀ ଗଣରାଜ୍ୟ]], [[ବଙ୍ଗଳାଦେଶ|ଲୋକତାନ୍ତ୍ରୀକ ବଙ୍ଗଳାଦେଶୀ ଗଣରାଜ୍ୟ]], [[ନେପାଳ|ପ୍ରଜାତାନ୍ତ୍ରୀକ ନେପାଳୀ ସଂଘୀୟ ଗଣରାଜ୍ୟ]], [[ଭୁଟାନ|ଭୂଟାନୀ ସାମ୍ରାଜ୍ୟ]]। ଭାରତ ଦକ୍ଷିଣରେ ରତ୍ନାକର ସାଗର, ସିଂହଳ ଦ୍ୱୀପ -ରାଷ୍ଟ୍ର ଓ ମାଳଦ୍ୱୀପ ଦ୍ୱୀପରାଷ୍ଟ୍ର, ପୂର୍ବରେ ମହୋଦଧି ଓ ବ୍ରହ୍ମଦେଶ, ଉତ୍ତର ଓ ଅଗ୍ନି କୋଣରେ ଚୀନହିମାଳୟ ପର୍ବତମାଳାହିମାଳୟତିବ୍ବତୀୟ ପର୍ବତମାଳାଉଚ୍ଚଭୂମି, ପଶ୍ଚିମ ଓ ବାୟୁ କୋଣରେ ହୁଣ-କୁଶାଣ ଭୂମି ଓ [[ଇରାନ|ପାରସ୍ୟ]] ଏବଂ [[ଆରବ ସାଗର|ସିନ୍ଧୁ ସାଗରଦ୍ୱାରାସାଗର]]ଦ୍ୱାରା ଆବଦ୍ଧ।
 
ପ୍ରାୟ ଖ୍ରୀଷ୍ଟପୂର୍ବ ତିନି ସହସ୍ରାବ୍ଦରେ ଭାରତରେ ସିନ୍ଧୁ ନଦୀ କୂଳରେ ସିନ୍ଧୁ ସଭ୍ୟତା ଗଢିଉଠିଥିଲା। ପରବର୍ତ୍ତୀ ସହସ୍ରାବ୍ଦରେ ସନାତନବାଦର ସର୍ବ ପୁରାତନ ଗ୍ରନ୍ଥମାନ ରଚନା ଆରମ୍ଭ ହୋଇଯାଇଥିଲା। ପ୍ରାୟ ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରେ ବର୍ଣାଶ୍ରମର ସ୍ଥାପନ ହେଲା ଓ ଜାତିଭେଦର ଆଗମନ ହେଲା। ତତ୍ପରେ ସମାଜରେ ବୃଦ୍ଧି ପାଉଥିବା ବ୍ରାହ୍ମଣମାନଙ୍କର ଜାତିବାଦ ବିରୋଧରେ ଜୈନ ଧର୍ମ ଓ ପରେ ବୌଦ୍ଧ ଧର୍ମର ସ୍ଥାପନା ଓ ପ୍ରସାର ହେଲା। ମଧ୍ୟଯୁଗରେ ଭାରତକୁ ଇହୁଦୀ, ଜୋରାଷ୍ଟୀୟ, ଖ୍ରୀଷ୍ଟୀୟ ଓ ଯବନ ଧର୍ମର ଆଗମନ ଓ ପ୍ରସାର ହେଲା ଏବଂ ତତ୍ ସହିତ ଶିଖ ଧର୍ମର ଅଭ୍ୟୁଦୟ ହେଲା।